banner
Breaking
Monthly Archives

August 2019

ଜନପ୍ରିୟ ନେତାଙ୍କୁ ସନ୍ତୁଷ୍ଟ କଲେ ମୁଖ୍ୟମନ୍ତ୍ରୀ।ପ୍ରିୟଙ୍କୁ ହାଉସି° ବୋର୍ଡ ଓ ଚିନ୍ମୟଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ…

ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ୨୦୧୯ ନିର୍ବାଚନରେ କିଛି କାରଣ ନଥାଇ ବହୁ ଜନପ୍ରିୟ ନେତାଙ୍କ ଟିକେଟ କାଟି ଦିଆଯାଇଥିଲା।ଏହା କିଛି କୃଚକ୍ରି କିମ୍ୱା ଅର୍ଥ ପାଇଁ ହୋଇଛି ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା।ଏହାର କାରଣ ଯାହାବି ହେଉ ବଳି ପଡିଥିବା ନେତାମାନେ ଦଳ ପାଇଁ କାମକରି…
Read More...

ରେଡ ସ୍ବସ୍ଥିକ ସୋସାଇଟ ପକ୍ଷରୁ ଟ୍ରାଫିକ ବାରିକେଡ ପ୍ରଦାନ

ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ଭାରତର ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ରେଡସ୍ବସ୍ଥିକ ସୋସାଇଟ ପକ୍ଷରୁ ୫ଟି ଟ୍ରାଫିକ ବାରିକେଡ ପ୍ରଦାନ କରାଯାଇଛି। ଆଜି ଏଜି ଛକରେ ଥିବା ଟ୍ରାଫିକ ଫାଣ୍ଡି ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଶାଖାର ମୁଖ୍ୟ ଦେବାଶିଷ ପଟ୍ଟନାୟକ ଟ୍ରାଫିକ ଏସପି…
Read More...

ବି.ଆଇ.ଆଇ.ଟି.ଏମ୍ ରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ପାର୍କ-୨୦୧୯

ଭୁବନେଶ୍ୱର, ୧୬/୮(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ସମ୍ମିଳନୀ କକ୍ଷରେ ନବାଗତ ଏମ୍.ବି.ଏ. ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଜି ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍ଘାଟନ କରି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର…
Read More...

ଉଦଘାଟିତ ହେଲା ଖାରବେଳ ଭବନ। କପିଳେନ୍ଦ୍ର ଭବନ କେବେ

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ):-ଇତିହାସକୁ ମନ ପକାଇଲେ ସରକାର ପୂର୍ବରୁ ଓଡ଼ିଶାରେ ନିର୍ମିତ ଭବନ ଗୁଡିକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ରହିଥିବା ବେଳେ ଓଡିଶାକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷାକରି ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଶାସନ କରିଥିବା ବୀରପୁତ୍ର ରାଜଧିରାଜ ମହାମେଘବାହନ ଐର…
Read More...

ଶ୍ରୀଧର ପାତ୍ର ହେବେ ନାଲକୋ ନିର୍ଦ୍ଦେଶକ

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ବଦଳିବେ ନାଲକୋର ନିର୍ଦ୍ଦେଶକ ଡ଼ଃ. ତପନ କୁମାର ଚାନ୍ଦ ବର୍ତମାନ ନାଲକୋର ନିର୍ଦେଶକ ପଦରେ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଶ୍ରୀଧର ପାତ୍ର ହେବେ ନାଲକୋ ମୁଖ୍ୟ ନିର୍ଦେଶକ। ସେ ଡିସେମ୍ବର ୧ ତାରିଖ ରୁ ଏହି ଦାୟିତ୍ଵ ନେବେ । ବର୍ତମାନ ଶ୍ରୀଧର ପାତ୍ର…
Read More...

୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ କହିଲେ ଗାନ୍ଧୀ ଜୟନ୍ତୀ ଠାରୁ ମିଳିବ ଏହିସବୁ ସୁବିଧା

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଲାଗୁ ହେବ । ସେହିପରି ମୁଖ୍ୟମନ୍ତ୍ରୀ ନିଜେ ଫୋନ କରି ଲୋକଙ୍କ ସମସ୍ୟା ବୁଝିବେ । ମେଡିକାଲରେ ଲୋକଙ୍କୁ କିପରି…
Read More...

ଅସୀତ ତ୍ରିପାଠୀ ହେଲେ ମୂଖ୍ୟ ଶାସନ ସଚିବ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ସବୁର ଅନ୍ତ ଘଟିଛି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସୀତ ତ୍ରୀପାଠୀଙ୍କୁ ଶେଷରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । ତାଙ୍କ ସ୍ଥାନରେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସାଶନ ସଚିବ ସୁରେଶ…
Read More...

ପୁଣି ହେଲା ଦୁଇ ଦୁଇଟି ନାବାଳିକା ବଳତ୍କାର ।

ରାଉରକେଲା ,(ବ୍ୟୁରୋ) ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୨ ଟି ଦୁଷ୍କର୍ମ ଘଟଣା ସାମ୍‌ନାକୁ ଆସିଛି । ଅତ୍ୟନ୍ତ ଦୁଃଖଦ କଥା ହେଉଛି ମାତ୍ର ୪ ଓ ୧୦ ବର୍ଷ ବୟସର ଦୁଇଜଣ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରିବାରେ ପୁଲିସ୍‌ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ୧୩…
Read More...

ଜ୍ଞାନ ରଞ୍ଜନ ମହାପାତ୍ର ଓ ଅସୀମ ପଣ୍ଡା ପାଇବେ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ହେବ । ସମାରୋହରେ ୩୯ଜଣ ପୋଲିସଙ୍କୁ କର୍ମଚାରୀ ପଦକ ପାଇବେ । ସେହିପରି ଦୁଇଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଡିଏସପି ଜ୍ଞାନରଞ୍ଜନ ମହାପାତ୍ର ଓ ଏସପି ଅସୀମ ପଣ୍ଡା ପାଇବେ…
Read More...

ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର, ୧୪ା୮(ଓଡ଼ିଆ ନ୍ୟୁଜ): ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ମୁଁ ଏବେ କଂଗ୍ରେସ ଦଳରେ ଅଛି । ଯେତେବେଳେ ଯାଏଁ ଭଲ ଲାଗିବ ମୁଁ ଦଳରେ ଅଛି । କୌଣସି ଦଳ ଟଙ୍କା ଯାଚିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ପିସିସି…
Read More...