banner
Breaking
Monthly Archives

August 2019

ରକ୍ଷକ ସାଜିଲା ଭକ୍ଷକ

କଟକ,(ବ୍ୟୁରୋ) ନିଜ ଥାନାରେ ବନ୍ଧା ହେଲେ ପୋଲିସ କର୍ମଚାରୀ ପୋଲିସ କର୍ମଚାରୀ ସାଜିଲେ ଲୁଟେରା। କଟକ ଜିଲ୍ଲା ଟାଙ୍ଗି ଥାନାର ତିନି ପୋଲିସ କର୍ମଚାରୀ ଟାଙ୍ଗି ଅଞ୍ଚଳରୁ ଜଣେ ବ୍ଯବସାୟୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦାଫାସ କଲା ପୋଲିସ। ଏହି ଘଟଣାରେ ଦୁଇ ହୋମଗାର୍ଡ ବ୍ରଜ କିଶୋର…
Read More...

ଉପର ବାଲାର ଆଖି ପଡିଲେ ସବୁକିଛି ବଦଳି ଯାଏ

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ମିଳିଲା ବଲିଉଡ଼ରେ ସୁଯୋଗ । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା…
Read More...

ସାଇକୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ଓ ମେଳଣ ଯାତ୍ରା

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପର ନୀଳାଦ୍ରି ବିହାର ହିଲ୍ ଟପ୍ ଠାରେ ଥିବା ସାଇ କୁଟୀରର ଅଷ୍ଟମ ବାର୍ଷିକ ଉତ୍ସବ ମହା ସମାରୋହରେ ଧାର୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ବୁଧବାର ଠାରୁ ପ୍ରଭୁଙ୍କ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇ ଶୁକ୍ରବାର କଳସ ଯାତ୍ରା,…
Read More...

ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଦାୟିତ୍ବ ଗ୍ରହଣ କଲେ।

ଭୁବନେଶ୍ବର,୨୨/୮(ଓଡ଼ିଆ ନ୍ୟୁଜ) ଆଜି ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଶ୍ରୀମୟୀ ମିଶ୍ର। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତରେ ଶ୍ରୀମତୀ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ…
Read More...

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦ୍ଘାଟନୀ ଉତ୍ସବରେ ଓଡିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଂପାଦକ ଡ. ରେଖା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ) ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲେ ଉଠା ଜଳ ସେଚନ ନିଗମ ଅଧକ୍ଷ ତଥା ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ । ଏହି ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମହିଳା ଅଧକ୍ଷା ମିନତୀ ବେହେରା । ଏପିକଲ ଅଧକ୍ଷ ଅସିତ ପଟ୍ଟନାୟକ ,ପର୍ଯ୍ୟଟନ ଅଧକ୍ଷା…
Read More...

ପାଞ୍ଚପଞ୍ଚାୟତର ପାଣି, ବ୍ରିଜ ଓ ଚାଷୀଙ୍କ ସମସ୍ୟା ବୁଝିଲେ ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର,{ଓଡ଼ିଆ ନ୍ୟୁଜ) : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଣି, ବ୍ରିଜ୍ ଓ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବୁଝିଛନ୍ତି ଜଳସମ୍ବଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଞ୍ଚପଞ୍ଚାୟତରେ ଥିବା ଜଳସମ୍ପଦ ବିଭାଗ ଅନ୍ତର୍ଭୁକ୍ତ ଲିଙ୍ଗିପୁର,…
Read More...

ବନ୍ଦ ଘରେ ଅସଞ୍ଜତ ଅବସ୍ଥାରେ ଚାଲିଥିଲା ଖେଳ। ଉଠାଇ ଆଣିଲା ପୋଲିସ ତାପରେ କଣ ହେଲା ପଢନ୍ତୁ

ଅନୁଗୁଳ,(ବ୍ୟୁରୋ) ବନ୍ଦ ଘର ଭିତରେ ଚାଲିଥିଲା ଖେଳ ଅସଞ୍ଜତ ଅବସ୍ଥାରେ ଥିଲେ ପୁଅଝିଅ। ପୋଲିସ ପହଞ୍ଚିବା ପରେ ଘଟଣାର ହୋଇଥିଲା ପର୍ଦାଫାସ ଅନୁଗୁଳରେ ପୁଣି ଏକ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୋଲିସ । ରାଣୀଗୋଡା ଅଞ୍ଚଳର ଏକ ଲଜ଼ ଉପରେ ପୋଲିସ ଚଢ଼ାଉ କରି ୩ ଝିଅ , ୩ ଗରାଖଙ୍କୁ ଅସଂଯତ…
Read More...

ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର ୧୯/୮(ବ୍ୟୁରୋ)ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଯାଇଛି । ଡ. ସୁଧାଂଶୁ ଷଡଙ୍ଗୀ ହୋଇଛନ୍ତି ନୂଆ ପୋଲିସ କମିଶନର । କମିଶନର ସତ୍ୟଜିତ୍ ମହାନ୍ତି ମିଳିଛି ଜେଲ୍ ବିଭାଗ ଏଡିଜି । ଆଶିଷ କୁମାର ସିଂହ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି ।…
Read More...

ରାଇଜିଂ ଇଣ୍ଡିିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ଉତ୍ସବ।

ଭୁବନେଶ୍ୱର, ୧୮/୮(ଓଡ଼ିଆ ନ୍ୟୁଜ) ରାଇଜିଂ ଇିଣ୍ଡିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟିଆ ସ୍ଥିତ ବିଜୁ ନଗର ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନାଗରିକ ମଣ୍ଡଳୀର ସଭାପତି ଅବନୀନ୍ଦ୍ର କର ଯୋଗଦେଇ ବୃକ୍ଷ ଆମର…
Read More...