banner
Breaking
Browsing Category

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରଜ୍ଞାନ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି। କେନ୍ଦ୍ରାପଡ଼ା ଜିଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି। ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁଦା ପଡ଼ିଆରେ ଥିବା ରାଜକନିକା…
Read More...

୨୫ ରେ ରିଲିଜ ହେବ ଲାଇଗର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ଲାଇଗର’ ଆସନ୍ତା ଅଗଷ୍ଟ ୨୫ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ସାଉଥ୍‌ ଅଭିନେତା ବିଜୟ ଦେବରାକୋଣ୍ଡା-ଅନନ୍ୟା ପାଣ୍ଡେଙ୍କୁ ଦର୍ଶକ ସାଙ୍ଗରେ ଦେଖିବାକୁ ପାଇବେ। ଏହି ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି…
Read More...

ପଞ୍ଚଭୂତରେ ବିଲୀନ ହେଲେ ମହାନାୟକ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ। କଟକ ସତୀଚୈରା ଶ୍ମଶାନରେ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ କାକା ଶେଷ ବିଦାୟ ନେଇଛନ୍ତି । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅର୍ନର ଦିଆଯାଇଛି ।…
Read More...

ମିହିର ଦାସଙ୍କ ପରଲୋକ, ଶୋକ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବରିଷ୍ଠ ଓଲିଉଡ୍‌ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି। ଏହି ଖବର ଜଣାପଡ଼ିବା ପରେ ବହୁ ବିଶିଷ୍ଟ ଲୋକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ରାଜ୍ୟପାଳ…
Read More...

୩୧ତମ ଜନ୍ମଦିନ ପାଳନ କରିବେ ତମନ୍ନା

ମୁମ୍ବାଇ: ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ନାୟିକା ତମନ୍ନା ଭାଟିଆ ଚଳିତ ବର୍ଷ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୧ ଡିସେମ୍ବର ୧୯୮୯ରେ ଜନ୍ମନେଇଥିବା ତମନ୍ନା ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ । ପ୍ରଥମେ ସେ ଫିଲ୍ମ ‘ଚାନ୍ଦ ସା ରୋଶନ ଚେହେରା’ରେ ଅଭିନୟ କରିଥିବା…
Read More...

ନୋରା ବିବାହ ବନ୍ଧନରେ ବାନ୍ଧି ହେବେ

ମୁମ୍ବାଇ: ସୁଦୂର କାନାଡାରୁ ଆସି ବଲିଉଡରେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି ନୋରା ଫତେହି । ହିନ୍ଦି କହି ଜାଣି ନ ଥିଲେ ବି ଏବେ କିନ୍ତୁ ସେ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଡ୍ୟାନ୍ସ ମୁଭ ପାଇଁ ସେ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ । ବଲିଉଡରେ…
Read More...

ଭାରତ ଫେରିଲେ ମିସ୍ ୟୁନିଭର୍ସ

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ଏହି ସମୟରେ ହରନାଜଙ୍କ ପ୍ରିୟପରିଜନ ଓ ମୁମ୍ବାଇ ପୋଲିସର ଯବାନମାନେ…
Read More...

ଦିପିକାଙ୍କ ଲକି ଅକ୍ଷରରେ ନୂଆ ଫିଲ୍ମ

ଦୀପିକା ପାଦୁକୋନ୍‌ଙ୍କର ଗୋଟିଏ ଅକ୍ଷର ଉପରେ ଅଗାଧ ବିଶ୍ୱାସ ରହିଛି। ତାହାକୁ ସେ ଲକି ଲେଟର ଭାବରେ ଗ୍ରହଣ କରିନେଇଛନ୍ତି। ତାହା ହେଲା ‘କେ’। ପୁଣି ଏପରି ସଂଯୋଗ ଏପରି ଅକ୍ଷରକୁ ନେଇ ଏକ ଫିଲ୍ମ ନିର୍ମିତ ହେବାକୁ ଯାଉଛି। ସେଥିରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ଦୀପିକା। ଏହାର ଆଉ…
Read More...

ଅଭିନେତା ମିହିର ଦାସ ଅସୁସ୍ଥ

ଭୁବନେଶ୍ୱର,୯।୧୨: ଭେଟେରାନ ଓଡ଼ିଆ ଫିଲ୍ମ ଅଭିନେତା ମିହର ଦାସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସେ କୀଡନି ଜନିତ ରୋଗରେ ଆକ୍ରାନ୍ତା ଥିଲେ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ନେଇଥିବା ଜଣାପଡ଼ିଛି।
Read More...

ଓଲିଉଡ ଫିଲ୍ମ ଲାଗେ ପ୍ରେମ ନଜର ରିଲିଜ ରିଲିଜ

ଭୁବନେଶ୍ୱର : ଖୁବ୍ ଶୀଘ୍ର ରିଲିଜ ହେବ ଓଲିଉଡ ଫିଲ୍ମ  ‘ଲାଗେ ପ୍ରେମ ନଜର’। ଡିସେମ୍ବର ଶେଷ ବେଳକୁ ପରଦାକୁ ଆସିବ ନୂଆ ସିନେମା ‘ଲାଗେ ପ୍ରେମ ନଜର’। ନୂଆ ବର୍ଷ ଉପଲକ୍ଷେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଅମ୍ଲାନ ରିୟା, ପ୍ରିୟା, ରାଗିଣୀ, ରାକେଶ ଓ ବବିମିଶ୍ର। ।…
Read More...