banner
Breaking
Browsing Category

ମନୋରଞ୍ଜନ

ଦ ଲିଡିଙ୍ଗ ଏଜ ପକ୍ଷରୁ ଫ୍ୟାସନ କର୍ଣ୍ଣିଭାଲ୍ ଅନୁଷ୍ଠିତ

ଭୁବନେଶ୍ୱର : ଦ ଲିଡିଙ୍ଗ ଏଜ ପକ୍ଷରୁ ପଟିଆ ସ୍ଥିତ ‘କ୍ରିଷ୍ଟାଲ କ୍ରାଉନ ଠାରେ ଇଣ୍ଡିଆ ଫ୍ୟାସନ କାର୍ଣ୍ଣିଭାଲ ଅନୁଷ୍ଠିତ ହୋଇଯାଇଛି। ଓଡିଶାର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହିତ ପ୍ରଚାର ଓ ପ୍ରସାର ପାଇଁ ଦ ଲିଡିଙ୍ଗ ଏଜ ନୂତନ ପଦକ୍ଷେପ ସ୍ବରୂପ ଏହି ଫ୍ୟାସନ୍ କାର୍ଣ୍ଣିଭାଲ ଆରମ୍ଭ…
Read More...

ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ ଇଣ୍ଡିଆ ଟାଇଟଲ ଜିତିଲେ ଅନ୍ୱେଶ ରାଓ

ଭୁବନେଶ୍ୱର, ୯ା୭ ; ଷ୍ଟାର ଏଣ୍ଟରଟେନମେଣ୍ଟ ତରଫରୁ ନୂଆଦିଲ୍ଲୀର ଏକ ଘରୋଇ ହୋଟେଲରେ ଅୟୋଜିତ ହୋଇଥିବା ଜାତୀୟ ସ୍ତରର ମଡେଲିଙ୍ଗ ପ୍ରତିଯୋଗୀତାରେ ଷ୍ଟାର ମିଷ୍ଟର ଓଡିଶା ଫେସ୍ ଅଫ୍ ଇଣ୍ଡିଆ ୨୦୨୨ ଟଇଟଲ ଜିତିଛନ୍ତି ଭୁବନେଶ୍ୱରର ଅନ୍ୱେଶ ରାଓ । ଏହି ମଡେଲିଙ୍ଗ ପ୍ରତିଯୋଗୀତା ତିନୋଟି କଟାଗୋରୀରେ…
Read More...

ଓଡ଼ିଆ ଫିଲ୍ମ ଅଧୁରା ପ୍ରେମ କାହାଣୀର ଶୁଭ ମହୁରତ

ଭୁବନେଶ୍ୱର ; ନୂଆ ଓଡିଆ ଫିଲ୍ମ ଅଧୁରା ପ୍ରେମ କାହାଣୀର ଶୁଭ ମହୁରତ ଉତ୍ସବ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଲୁମ୍ବିନୀ ବିହାର ବିଷ୍ଣୁ ମନ୍ଦିର ପରିସରରେ ଥିବା ମା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ତ୍ରୀକୋଣୀୟ ପ୍ରେମ,ଲଭ ରୋମାନ୍ସ, କମେଡି ଓ ସସ୍ପେନ୍ସକୁ ନେଇ…
Read More...

ଆଜି ଓଟିଟିରେ ରିଲିଜ ହେବ ଅମିତାଭଙ୍କ ଫିଲ୍ମ ଝୁଣ୍ଡ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ମାର୍ଚ୍ଚ ୪ରେ ମୁକ୍ତିଲାଭ କରିଥିଲା। ହେଲେ ଏବେ ଓଟିଟିରେ ରିଲିଜ କରିବାକୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଯାଇଛି। ଆଜି ହିଁ ଫିଲ୍ମ ‘ଝୁଣ୍ଡ’ ଓଟିଟିରେ ରିଲିଜ୍‌ ହେବ। ସୂଚନାନୁୟାଯୀ, ଝୁଣ୍ଡର ନିର୍ମାତାଙ୍କ ବିରୋଧରେ କପିରାଇଟ…
Read More...

ଉତ୍କଳ କନିକା ଗ୍ୟାଲେରିଆରେ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାସନ ଶୋ

ଭୁବନେଶ୍ୱର: ମଡ଼େଲମାନଙ୍କୁ ନେଇ ‘ଉତ୍କଳ କନିକା ଗ୍ୟାଲେରିଆ ମଲ’ର ଦ୍ୱିତୀୟ ସଂସ୍କରଣ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଫ୍ୟାସନ ଶୋ ପ୍ରତିଯୋଗୀମାନେ ଭାଗନେଇ ନିଜର ପ୍ରତିଭାର ଯାଦୁ ଦେଖାଇଥିଲେ । ଚଳିତ ଥର ଫ୍ୟାଶନ ଶୋ ନୂଆ କରି ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ…
Read More...

ଆଜି ରିଲିଜ ହେବ ହିରୋପନ୍ଥି ୨

ବଲିଉଡ୍‌ ଷ୍ଟାର୍‌ ଟାଇଗର ଶ୍ରଫ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ ‘ହେରୋପନ୍ଥି- ୨’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ରିଲିଜ୍‌ ହୋଇସାରିଛି । ତେବେ…
Read More...

ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୨୨/୪ : ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଗାଡକଣ ସ୍ଥିତ କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ବର୍ଣ୍ଣାଢ୍ୟ ଆଲୋକମାଳାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଜିଲ୍ଲା ଉତ୍ତର ବିଜେଡି ସଂପାଦକ ପ୍ରଶନ୍ନ କୁମାର ସାହୁ…
Read More...

ବଲିଉଡରେ ଦକ୍ଷିଣ ସୁନ୍ଦରୀ

ପୁଷ୍ପା’ର ଶ୍ରୀବଲ୍ଲୀ ନାମରେ ବେଶ ପରିଚିତ ହୋଇଥିବା ରଶ୍ମିକା ମନ୍ଦାନା ରଣବୀର କପୁର ଷ୍ଟାରର୍‌ ‘ଆନିମଲ’ରେ ଯୋଗ ଦେଇଛନ୍ତି। ଏହି ହିନ୍ଦୀ କ୍ରାଇମ-ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମ ‘କବୀର ସିଂହ’ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଟି-ସିରିଜ ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରୁଛି…
Read More...

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଲିଆ ‘ଗାଙ୍ଗବାଇ କାଠିଆଓ୍ବାଡି’ରେ ଦମ୍‌ଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ଆଲିଆ ଫିଲ୍ମ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ ହୋଇଥିଲା, ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ତେବେ ଏବେ…
Read More...

ପ୍ରେମରେ ମତୁଆଲା ଯୁବପିଢ଼ି, ଆଜି ରୋଜ ଡେ

ଭୁବନେଶ୍ୱର,୭/୨ : ପ୍ରେମ ସତ୍ୟ, ଶିବ,ସୁନ୍ଦର ଚିରନ୍ତନ ସତ୍ୟ।ପ୍ରେମରୁ ସୃଷ୍ଟି ହୋଇଛି ପୃଥିବୀ। ଆଦିମ କାଳରୁ ପ୍ରେମ କାଳଜୟୀ। ପୂରାଣ ଯୁଗ,ଆଦିଯୁଗ,ରୀତିଯୁଗ,ମଧ୍ୟଯୁଗ ଓ ବର୍ତ୍ତମାନ ଯୁଗରେ ପ୍ରେମର ପ୍ରକାର ଭେଦ ଦେଖାଯାଏ। ଆଧୁନିକ ଯୁଗରେ ପ୍ରତ୍ୟକ୍ଷ ପ୍ରେମ ପରିବର୍ତ୍ତେ ପରୋକ୍ଷ ପ୍ରେମର…
Read More...