banner
Breaking

ଆଜି ରିଲିଜ ହେବ ହିରୋପନ୍ଥି ୨

0

ବଲିଉଡ୍‌ ଷ୍ଟାର୍‌ ଟାଇଗର ଶ୍ରଫ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ ‘ହେରୋପନ୍ଥି- ୨’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ରିଲିଜ୍‌ ହୋଇସାରିଛି । ତେବେ ଫିଲ୍ମର ଷ୍ଟାର୍‌କାଷ୍ଟ ଆଶୀର୍ବାଦ ପାଇବା ପାଇଁ ମୁମ୍ବାଇର ଏକ ଦରଘାରେ ପହଞ୍ଚିଥିଲେ। ତେବେ ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଟିକେଟ୍‌ ମଧ୍ୟ ଆଡଭାନ୍ସ ବୁକିଂ ହୋଇସାରିଛି। ଏକ ରିପୋର୍ଟ ଅନୁଯାୟୀ ଆଡଭାନ୍ସ ଟିକେଟ୍‌ ବୁକିଂରେ ପ୍ରାୟ ୩ କୋଟି ଟଙ୍କା ଆୟ କରିସାରିଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.