banner
Breaking
Monthly Archives

August 2022

ଆଜି ରାଜ୍ୟରୁ ୨୫୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର :: ଆଜି ରାଜ୍ୟରୁ ୨୫୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫୬…
Read More...

ଆଜି ଭାରତ ପାକିସ୍ତାନ ମହାମୁକାବିଲା

ଦୁବାଇ,୨୭।୮: ଆଜି ଭାରତ-ପାକିସ୍ତାନ ମହାମୁକାବିଲା। ଏସିଆ କପ୍‌ ୨୦୨୨ ଶନିବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ମ୍ୟାଚ୍‌ ଉପରେ ବିଶ୍ୱ କ୍ରିକେଟପ୍ରେମୀଙ୍କ ନଜର। ଦୁବାଇ ଷ୍ଟାଡିୟମରେ ଏହି ପ୍ରତିକ୍ଷୀତ ମ୍ୟାଚ୍‌ ଖେଳାଯିବ। ରବିବାର(୨୮ ଅଗଷ୍ଟ)ରେ ଭାରତୀୟ ସମାନୁସାରେ ସନ୍ଧ୍ୟା ୭.୩୦ରେ ଏହି…
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ସୁଶୀଲ କୁମାର ଲୋହାନୀ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ରାଜ୍ୟ ମୁଖ୍ୟ…
Read More...

ଆଜି ଏହିସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ବାୟୁମଣ୍ଡଳରେ ଉପସ୍ଥିତ ଆର୍ଦ୍ରତା ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳରେ ଗୁଳୁଗୁଳି ବଢ଼ିଛି। ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପ ଆସିବା ଯୋଗୁଁ ବଜ୍ରପାତ ସୃଷ୍ଟି ହେଉଛି। ଶନିବାର ଭଦ୍ରକରେ ସର୍ବାଧିକ…
Read More...

ନୂଆ ଦଳ ଗଢିବେ ଗୁଲାମନବୀ

ନୂଆଦିଲ୍ଲୀ: କଂଗ୍ରେସ ଦଳଠାରୁ ଶୁକ୍ରବାର ଇସ୍ତଫା ଦେଇଥିବା ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ୍‌ ଖୁବ୍‌ଶୀଘ୍ର ନୂଆ ଦଳ ଗଠନ କରିବେ ବୋଲି ସୂଚନା ମିଳିଛି । ଦଳର ପ୍ରଥମ ଶାଖା ଜମ୍ମୁ-କାଶ୍ମୀରରେ ଖୋଲିବ ବୋଲି ଗୁଲାମନବୀ କହିଛନ୍ତି । ଆଗାମୀ ଦିନରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ…
Read More...

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…
Read More...

ମୋଦି ପୁଣି ବିଶ୍ବର ନ° ୧ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବିଶ୍ୱ ନେତାଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଲୋକପ୍ରିୟ ନେତା କ୍ଷେତ୍ରରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମଣ୍ଣିଂ କନସଲ୍ଟ ସର୍ଭେ ହିସାବରେ ମୋଦିଙ୍କୁ ୭୫ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି…
Read More...

ଶୈଳଶ୍ରୀ ବିହାରରେ ୫୦ ଫୁଟର ଗଣେଶ ମୂର୍ତ୍ତି ଓ ମହୀଶୂର ତୋରଣ

ଭୁବନେଶ୍ୱର,: ଅଉ କେଇଟା ଦିନ ପରେ ଧରା ଧାମକୁ ବିଜେ କରିବେ ଆଦିଦେବ ପ୍ରଭୁ ଶ୍ରୀ ଗଜାନନ । ସେଥିପାଇଁ ଭୁବନେଶ୍ୱରରେ ବିଭିନ୍ନ ଗଣେଷ ପୂଜା କମିଟି ଓ କ୍ଲବ ତରଫରୁ ଚାଲିଛି ଜୋରଦାର ପ୍ରସ୍ତୁତି । କରୋନା ମହାମାରୀର କରାଳ ଦାଉରେ ଦୁଇବର୍ଷ ଧରି ଆଡମ୍ବରରେ ହୋଇପାରି ନଥିବା ଗଣେଷ ପୂଜା ଏଥର ମହା…
Read More...

ମହାପୃଥିବୀ ଠାବ

ନୂଆଦିଲ୍ଲୀ, ୨୫ା୮: ପୃଥିବୀ ଭଳି ଜୀବଜଗତ ଉପଯୋଗୀ ଗ୍ରହ ସନ୍ଧାନରେ ବୈଜ୍ଞାନିକଙ୍କ ଉଦ୍ୟମ ଜାରିଥିବା ବେଳେ ଗବେଷକମାନେ ଏକ ସୁପରଆର୍ଥ ଠାବ କରିଛନ୍ତି। ଏହି ଗ୍ରହର ନାମ ଟିଓଆଇ-୧୪୫୨ ରଖାଯାଇଛି। ଆଶ୍ଚର୍ଯ୍ୟକର କଥା ହେଉଛି ପୃଥିବୀଠାରୁ ପ୍ରାୟ ୧୦୦ ଆଲୋକବର୍ଷ ଦୂରରେ ଥିବା ଏହି ଗ୍ରହ ୨ଟି…
Read More...

ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ ସମୟର ବଡ଼ ଆହ୍ବାନ: ଡ. ଆଶୁତୋଷ ବିଶ୍ୱାସ

ଭୁବନେଶ୍ୱର : ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥାଏ। ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍‌ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…
Read More...