banner
Breaking
Monthly Archives

August 2022

ଜାତୀୟ ବଧିର ଟେଷ୍ଟ ଓ ଟି ୨୦ କ୍ରିକେଟ ପାଇଁ ଖେଳାଳି ଚୟନ

ଭୁବନେଶ୍ୱର,୨୫/୮ : ଜାତୀୟ ବଧିର ଦ୍ବିତୀୟ ଟେଷ୍ଟ ଓ ଟି ୨୦ କ୍ରିକେଟ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ପକ୍ଷରୁ ଖେଳିବା ପାଇଁ ଖେଳାଳି ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବଧିର କ୍ରିକେଟ ଏକାଡେମୀ ପକ୍ଷରୁ କିଟ୍ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ଏହି ଚୟନ ପ୍ରକିୟାରେ ଓଡ଼ିଶାର ବିଭିନ୍ନ…
Read More...

ଆଜି ରାଜ୍ୟରୁ ୩୫୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୫ା୮(ବ୍ୟୁରୋ): ରାଜ୍ୟରୁ ଆଜି ୩୫୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ…
Read More...

ମାଗଣାରେ ଲିଙ୍ଗ ପରିବର୍ତ୍ତନ କରିପାରିବେ କିନ୍ନର

ନୂଆଦିଲ୍ଲୀ : କିନ୍ନର ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କିନ୍ନରମାନେ ମାଗଣା ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିବାକୁ ସମର୍ଥ ହେବେ। ସମ୍ପ୍ରତି ଦେଶର କୌଣସି ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର ମାଗଣା ନୁହେଁ।…
Read More...

ଜାତୀୟ ରାଜପଥରୁ ହଟିବ ଟୋଲ ପ୍ଲାଜା

ନୂଆଦିଲ୍ଲୀ : ଭାରତର ସମସ୍ତ ଜାତୀୟ ରାଜପଥ (ଏନ୍‌ଏଚ୍‌) ରୁ ଟୋଲ୍‌ ପ୍ଲାଜା ହଟାଇବାକୁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଛନ୍ତି। ଏପରିକି ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର (ଏନ୍‌ପିଆର୍‌) କ୍ୟାମେରା ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ଲଗାଯିବ। ଉକ୍ତ କ୍ୟାମେରା ରାଜପଥରେ…
Read More...

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ ସେବା

ଭୁବନେଶ୍ୱର : ହାତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସାମଗ୍ରୀକ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର ହ୍ୟାଣ୍ଡ(ହାତ) କ୍ଲିନିକ୍ କାର୍ଯ୍ୟ ଆରମ୍ଭ କରିଛି। ଗତକାଲି ଜାତୀୟ ହ୍ୟାଣ୍ଡ ସର୍ଜରୀ ଦିବସ (୨୩ ଅଗଷ୍ଟ) ଅବସରରେ…
Read More...

ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିମିଟିର ପ୍ରସ୍ତୁତି ବୈଠକ

ଭୁବନଶ୍ୱର : କରୋନା ମହାମାରୀର କରାଳ ଦାଉରେ ଦୁଇବର୍ଷ ଧରି ଆଡମ୍ବରରେ ହୋଇପାରି ନଥିବା ଦୁର୍ଗାପୂଜା ଏଥର ମହା ଅଡମ୍ବରରେ ପାଳିତ ହେବାକୁ ଯାଉଛି । ଲୋକମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖା ଦେଇଛି । ବିଭିନ୍ନ ପୂଜା କମିଟି ଜାକ୍ ଜମକରେ ପୁଜା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି…
Read More...

ଗୌସିଆ ମସଜିଦରେ ବୃକ୍ଷ ରୋପଣ

ଭୁବନେଶ୍ୱର ; ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅର୍ନ୍ତଗତ ସୈନିକ ସ୍କୁଲ ନିକଟସ୍ଥ ଗୌସିଆ ମସଜିଦ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମସଜିଦ କମିଟିର ସମ୍ପାଦକ ଦିଲଦାର ମହମଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ଓମ ସାଇ ବିହାରରେ ବୃକ୍ଷ ରୋପଣ

ଭୁବନେଶ୍ୱର,; ଭୁବନେଶ୍ୱର ମହାନଗର ନିଗମର ୯ ନମ୍ବର ଓାର୍ଡ ଅର୍ନ୍ତଗତ ଗାଡକଣ ସ୍ଥିତ ଓମ ସାଇ ବିହାର ଠାରେ ମହିଳା ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ଉପସଭାପତି ଗଗନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର,: ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସନସାଇନ୍ ହସ୍ପିଟାଲ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ଲୋକ ନିଜର ସ୍ୱାସ୍ଥ୍ୟ…
Read More...

ଚନ୍ଦ୍ରଶେଖରପୁରରେ ଫୁଟ ଓଭର ବ୍ରିଜ ନିର୍ମାଣ ହେଉ

ଭୁବନେଶ୍ୱର,: ଜୟଦେବ ବିହାର ନନ୍ଦନକାନନ ରାସ୍ତାରେ ଅତ୍ୟଧିକ ଯାନ ବାହାନ ଚଳାଚଳ କରୁଥିବାରୁ ସବୁବେଳେ ଭିଡ ରହୁଛି । ସାଧାରଣ ଲୋକଙ୍କୁ ରାସ୍ତା ପାରହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଟିକେ ଅନ୍ୟ ମନଷ୍କ ହେଲେ ଜୀବନ ଚାଲିଯିବାର ସମ୍ଭାବନା ରହିଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ…
Read More...