banner
Breaking

ଓମ ସାଇ ବିହାରରେ ବୃକ୍ଷ ରୋପଣ

0

ଭୁବନେଶ୍ୱର,; ଭୁବନେଶ୍ୱର ମହାନଗର ନିଗମର ୯ ନମ୍ବର ଓାର୍ଡ ଅର୍ନ୍ତଗତ ଗାଡକଣ ସ୍ଥିତ ଓମ ସାଇ ବିହାର ଠାରେ ମହିଳା ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ଉପସଭାପତି ଗଗନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ୯ ନମ୍ବର ଓାର୍ଡର କର୍ପୋରେଟର ସୁଷମା ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ୯ ନମ୍ବର ଓାର୍ଡ ସଭାପତି ପ୍ରଫୁଲ କୁମାର ଜେନା(ଚଗଲା), ଓ ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ବିକାଶ ପରିଡା, ପବିତ୍ର ସାହୁ, ଶ୍ରୀକାନ୍ତ ନନ୍ଦ, ମୁରଲୀଧର ପରିଡା, କୃଷ୍ଣ ପାତ୍ର, ଧୀରେନ ପାତ୍ର, କାବୁ ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ମହିଳା ସଂଗଠନର ସଂଘମିତ୍ରା ବେହେରା, ରଶ୍ମିତା ମହାନ୍ତି, ବବିତା ସାହୁ, ମନୋରମା ପୃଷ୍ଟି ଓ ଓମ ସାଇ ବିହାରର ଧୀରେନ ସ୍ୱାଇଁ, କ୍ଷେତ୍ର ମୋହନ ଦାସ, ଶରତ ମୋହାପାତ୍ର, ଦେବରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.