banner
Breaking
Monthly Archives

April 2023

କର୍ନାଟକରେ ୧୫୦ ସିଟ୍ ଜିତିବ କଂଗ୍ରେସ – ରାହୁଲ

ବେଙ୍ଗାଲୁରୁ :କର୍ନାଟକରେ ଆସନ୍ତା ୧୦ତାରିଖରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ନିଜ ଦଳ ସପକ୍ଷରେ ଭୋଟ ହାତେଇବା ପାଇଁ ନେତାମାନେ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ, ରାଜ୍ୟରେ…
Read More...

ବେନାମୀ ଖାଦ୍ୟସାମଗ୍ରୀ ବିକ୍ରି ଉପରେ ହେବ ଚଢ଼ାଉ

ଭୁବନେଶ୍ୱର : ଭୁବନେଶ୍ୱର ବଜାରରେ ବେନାମୀ ଖାଦ୍ୟସାମଗ୍ରୀ ବିକ୍ରି ହେଉଛି। ଖାଦ୍ୟ ପ୍ୟାକେଟରେ ପ୍ରସ୍ତୁତ ଓ ବୈଧ ତାରିଖ ରହୁନି । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଣପଞ୍ଜିକୃତ ସଂସ୍ଥା ଉପରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ବିଏମ୍‌ସି, ସିଏମ୍‌ସି, ସ୍ବାସ୍ଥ୍ୟ…
Read More...

ଓଡ଼ିଶାରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ଗଡିଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’। ହାଓ୍ବଡ଼ା ଷ୍ଟେଶନରୁ ସକାଳୁ ବାହାରି ଭୁବନେଶ୍ୱର ହୋଇ ପୁରୀରେ ପହଞ୍ଚି ଥିଲା। ସେଠାରେ କିଛି ସମୟ ରହଣି ପରେ ପୁଣି ବାହାରି ହାଓ୍ବଡା ଠାରେ ରାତି ୮,୩୫ ରେ ପହଞ୍ଚିବ। ଏହି ବନ୍ଦେ…
Read More...

ଏଥର ରାସ୍ତାରେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାସ୍ତାରେ ଗାଡି ଚଳାଇବା ବେଳେ ନିୟମ ଉଲ୍ଲଙ୍ଘନ କଲେ ଗଣିବେ ମୋଟା ଅଙ୍କର ତଣ୍ଡ। ଛୋଟ ଭୁଲ୍ ହେଉ କିମ୍ବା ବଡ଼ ଭୁଲ ଆଉ କ୍ଷମା ନାହିଁ।  ଦୁର୍ଘଟଣା ହ୍ରାସ କରିବାକୁ ଯାଇ ଲୋକଙ୍କ ଉପରେ ଜରିମାନା ଲଗାଇବା ଓ ଧରପଗଡ କରିବାକୁ ଜୋର ଦେଇଛନ୍ତି ପରିବହନ କମିଶନର। ପରିବହନ କମିଶନର…
Read More...

ପ୍ରଚାର ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ୩ ପ୍ରମୁଖ ଦଳ ନିଜ ନିଜ ରାଜନୈତିକ ଦଳଙ୍କ ସହ ପ୍ରଚାର କରୁଛନ୍ତି। ତେବେ ନିଜ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ…
Read More...

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରା୍ଷ୍ଟ୍ରପତି

ବାରିପଦା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ୧୧ମାସ ପରେ…
Read More...

ନେପାଳରେ ଭୂକମ୍ପ

କାଠମାଣ୍ଡୁ : ନେପାଳର ବାଜୁରା, ଦାହାକୋଟରେ ଗୁରୁବାର ରାତିରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି କହିଛି ଯେ, ଦୁଇ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଦୁଇ ଭୂକମ୍ପର ତୀବ୍ରତା ଯଥାକ୍ରମେ ୪.୮ ଏବଂ ଏବଂ ୫.୯ ଥିଲା।…
Read More...

ମୁମ୍ବାଇକୁ ହରାଇଲା ରାଜସ୍ଥାନ

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ ତମ ହାଇସ୍କୋରିଂ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ୩୨ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ରାଜସ୍ଥାନ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ପହଞ୍ଚିଛି। ରାଜସ୍ଥାନ…
Read More...

ସାମନ୍ତ ବିହାର ଓ ଆଦିମାତା କଲୋନୀ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୨୭ା୪ ଭୁବନେଶ୍ୱର ମହାନଗର ନିଗମ ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ସାମନ୍ତବିହାର ଓ ଆଦିମାତା କଲୋନୀ ଠାରେ ଦୁଇଟି ରାସ୍ତା କାର୍ଯ୍ୟର ଭିିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ…
Read More...

ଶୁକ୍ରବାର ୧୫ ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ୱର : ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଗତ କିଛିଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି। ଆସନ୍ତା ମେ’ ୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଏପରି ପାଗ ଲାଗି ରହିବ। ଏଥିସହ କାଳବୈଶାଖୀ ଜନିତ ବର୍ଷା ଓ କୁଆପଥର ହେବ…
Read More...