banner
Breaking
Monthly Archives

December 2022

ଫେବୃଆରୀ ୧୫ରୁ ସବିଏସଇ ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହେବ। ଏ ନେଇ ଗୁରୁବାର ସିବିଏସ୍‌ଇ ପକ୍ଷରୁ ଏକ ସର୍କୁଲାର ଜାରି ହେବା ସହିତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦଶମ ପରୀକ୍ଷା ଫେବୃୟାାରୀ ୧୫ରୁ ଆରମ୍ଭ ହେବ ଏବଂ…
Read More...

ବ୍ରହ୍ମୋସର ସଫଳ ପରୀକ୍ଷଣ

କୋଲକାତା : ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଚାଇନା ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ନିଜର କ୍ଷେପଣାସ୍ତ୍ର କ୍ଷମତାକୁ ଉନ୍ନତ କରିବାରେ ଲାଗିପଡ଼ିଛି। ଇତିମଧ୍ୟରେ ଭାରତୀୟ ବାୟୁସେନା ସଫଳତାର ସହ ବ୍ରହ୍ମୋସ ଏୟାର-ଲଞ୍ଚ ହୋଇଥିବା କ୍ଷେପଣାସ୍ତ୍ରର…
Read More...

ଅନୁଗୋଳରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଜିଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ ଭିତ୍ତି ରଖାଯାଇଛି।…
Read More...

ନୂଆ ବର୍ଷରେ ନୂଆ ରୂପରେ ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

ଭୁବନେଶ୍ୱର,୨୮/୧୨ : ନୂଆ ବର୍ଷରେ ନୂଆ ରୂପରେ ସାରା ସହର ଘୁରି ବୁଲିବେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ହାତରେ ଲାଠି, ଦେହରେ ଡ୍ରେସ୍ କୋଡ ତା ସାଙ୍ଗକୁ ଏନଫୋର୍ସମେଣ୍ଟ ଗାଡିରେ ପୁଲିସ ସାଇରନ। ଗଳିକନ୍ଦି ଠାରୁ ରାଜରାସ୍ତା ସବୁଠି ଏହି ଟିମ୍ ଘୁରି ବୁଲିବେ। ଜବରଦଖଲ, ସୌନ୍ଦର୍ଯ୍ୟକରଣ,…
Read More...

ନୂଆବର୍ଷରୁ ଆରମ୍ଭ ହେବ ଜୀ-ସାର୍ଥକର ତିନୋଟି ନୂଆ ମେଗା ଧାରାବାହିକ

ଭୁବନେଶ୍ୱର,୨୮/୧୨(ଓଡ଼ିଆ ନ୍ୟୁଜ): ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ନୂଆବର୍ଷରେ ସମ୍ପୁର୍ଣ୍ଣ ମନୋରଞ୍ଜନ ଭରା ଭିନ୍ନ ଭିନ୍ନ ସ୍ୱାଦର ତିନୋଟି ନୂଆ ମେଗା ଧାରାବାହିକ 'ମୁଁ ବି ବିଜୟିନୀ' 'ତୁ ଖରା ମୁଁ ଛାଇ' ଓ 'ଖୁସିର ଛୁଙ୍କ' ଦର୍ଶକ ମାନଙ୍କୁ ଭେଟି ଦେବାକୁ ଯାଉଛି l ଆଜି…
Read More...

ଭାରତ ସରକାରଙ୍କ ଅଫିସିଆଲ୍ କ୍ୟାଲେଣ୍ଡର ଉନ୍ମୋଚିତ

ନୂଆଦିଲ୍ଲୀ,୨୮ା୧୨:କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଭାରତ ସରକାରଙ୍କ ଅଫିସିଆଲ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅନୁରାଗ କହିଛନ୍ତି, ସରକାରୀ କ୍ୟାଲେଣ୍ଡର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ, ସବ୍‌କା…
Read More...

ସୁରକ୍ଷା ପାଇଁ ଗହଳି ସ୍ଥାନରେ ମାସ୍କ ଲଗାନ୍ତୁ, ଓଡ଼ିଶାରେ ଲାଗୁ ହେବନି କଟକଣା

ଭୁବନେଶ୍ୱର, ୨୮।୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ହେଲେ ଓଡ଼ିଶାରେ ସେଭଳି କିଛି ଚିନ୍ତାଜନକ ପରିସ୍ଥିତି ନ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଇନାରେ କରୋନାର ଯେଉଁ ସ୍ଥିତି ରହିଛି ତା’ର ବହୁତ କାରଣ…
Read More...

ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ଟି-20 ଅଧିନାୟକ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -20 ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବା ବିସିସିଆଇ ଟିମ୍ ଘୋଷଣା କରିଛି। ଦିନିକିଆ ଦଳର ନେତୃତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-20 ଦଳର ଅଧିନାୟକ…
Read More...

ସତ୍ୟ ନଗର ପ୍ରିମିଅର ଲିଗ୍ ଟୁର୍ଣ୍ଣାମେଣ୍ଟ

ଭାରତୀୟ ବିଦ୍ୟାଳୟ ଖେଳ ପଡ଼ିଆରେ , ଷଷ୍ଠ ସତ୍ୟ ନଗର ପ୍ରୀମିଅର ଲିଗ୍ ଡେ ଏବଂ ନାଇଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ୮ଟି ପ୍ରତିଦ୍ବନ୍ଦୀ ଟିମ୍ ପ୍ରତିଯୋଗୀ ଭାବେ ଯୋଗ ଦେଇଥିବା ବେଳେ, ମ୍ୟାଜିକ ୧୧ (Magic 11) ଟିମ୍ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିଲେ ଓ ନିଜର…
Read More...

ଭୁବନେଶ୍ୱର ଅଟୋ ମହାସଂଘର ହକି ବିଶ୍ୱକପ ସ୍ୱାଗତ ରାଲି

ଭୁବନେଶ୍ୱର,୨୭ା୧୨ ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ହକି ବିଶ୍ୱକପକୁ ସ୍ୱାଗତ ଜଣାଇବା ସହ ଏକ ବିରାଟ ଅଟୋ ରାଲି ଅନୁଷ୍ଠିତ ହୋଇଯାଇଛି । ଏହାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ…
Read More...