banner
Breaking

ସତ୍ୟ ନଗର ପ୍ରିମିଅର ଲିଗ୍ ଟୁର୍ଣ୍ଣାମେଣ୍ଟ

0

ଭାରତୀୟ ବିଦ୍ୟାଳୟ ଖେଳ ପଡ଼ିଆରେ , ଷଷ୍ଠ ସତ୍ୟ ନଗର ପ୍ରୀମିଅର ଲିଗ୍ ଡେ ଏବଂ ନାଇଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ୮ଟି ପ୍ରତିଦ୍ବନ୍ଦୀ ଟିମ୍ ପ୍ରତିଯୋଗୀ ଭାବେ ଯୋଗ ଦେଇଥିବା ବେଳେ, ମ୍ୟାଜିକ ୧୧ (Magic 11) ଟିମ୍ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିଲେ ଓ ନିଜର ଚମତ୍କାର ପ୍ରଦର୍ଶନ ନିମନ୍ତେ ସୁପର ଯ୍ୟାଣ୍ଟ (Supergiants) ଟିମ୍ ବିଜୟୀ ଟିମ୍ ଭାବେ ଘୋଷିତ ହୋଇଥିଲେ। ଟୁର୍ଣ୍ଣାମେଣ୍ଟର ଶେଷ ସନ୍ଧ୍ୟା ତଥା ଫାଇନାଲ ମ୍ୟାଚ୍ ରେ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ଶ୍ରୀ ବିଶ୍ୱଜିତ୍ ସାମନ୍ତରାୟ ଉପସ୍ଥିତ ରହି ମ୍ୟାଚ୍ ଉପଭୋଗ କରିବା ସହ ବିଜୟୀ ଟିମ୍ କୁ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଟି ଅତି ରୋମାଞ୍ଚକର ହୋଇଥିବାରୁ ପ୍ରତେକ ସନ୍ଧ୍ୟାରେ ଆଞ୍ଚଳିକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.