banner
Breaking
Monthly Archives

December 2022

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ସୂରଜ ଅନୁଷ୍ଠିତ

ଭୁବନେଶ୍ୱର : ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ ସୂରଜ ଭୁବନେଶ୍ୱର ମଳିପଡା ସ୍ଥିତ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ, ପଞ୍ଚାୟତରାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ…
Read More...

ନୂଆ କରୋନା ଭୂତାଣୁ ପାଇଁ ଚିନ୍ତା

ଭୁବନେଶ୍ୱର : ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଟିକାକରଣରେ…
Read More...

ଖୁବଶୀଘ୍ର ପୁରଣ ହେବ କନେଷ୍ଟବଳ ପଦବୀ

ଭୁବନେଶ୍ୱର : ଓଡ଼ିଶାରେ ପୋଲିସରେ ଖାଲି ଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪,୭୯୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ୪ଟି ପର୍ଯ୍ୟାୟରେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କନଷ୍ଟେବଳମାନଙ୍କୁ ରାଜ୍ୟର ୩୪ ପୋଲିସ…
Read More...

ଅଚ୍ୟୁତଙ୍କ ୫୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ

ଭୁବନେଶ୍ୱର,୨୩ ।୧୨: ବିଶିଷ୍ଟ ଶିକ୍ଷାବିତ୍‍, ସମାଜସେବୀ, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି। ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ…
Read More...

ଉଠାଦୋକାନୀମାନଙ୍କ ପେଟ ଗର୍ଜନ ସମାବେଶ

ଭୁବନେଶ୍ୱର : ବିଶ୍ୱକପ୍ ହକି ଖେଳର ଆଳ ଦେଖାଇ ବିଏମ୍ସି, ବିଡ଼ିଏ ଓ ପୋଲିସ୍ ପ୍ରଶାସନ ତରଫରୁ ଯେଉଁଭଳି ଭାବରେ ରାଜଧାନୀ ଭୁବନେଶ୍ୱରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି ତାହା ୧୫ ହଜାର ଉଠାଦୋକାନୀ ପରିବାରଙ୍କ ପେଟକୁ ଲାତ ମାରିଛି । ପେଟ ପାଟଣା ପାଇଁ ଗାଁ ଗହଳିରୁ ଆସି ରାଜଧାନୀରେ…
Read More...

ଏଥର ଚାଲିବ ଯାତ୍ରୀବାହୀ ଟ୍ରେନ୍

କୋରାପୁଟ : କୋରାପୁଟ-ରାୟଗଡ଼ା ରେଳପଥ (କେଆର୍‌) ଲାଇନ୍‌ର କୋରାପୁଟରୁ ଦାମନଯୋଡ଼ି, କୋରାପୁଟରୁ କିରାଣ୍ଡୁଲ ଏବଂ କୋରାପୁଟରୁ ମାନାବାର ମଧ୍ୟରେ ୨୬ କି.ମି. ରେଳଲାଇନର ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଏହାର ନିରୀକ୍ଷଣ ପାଇଁ ଗୁରୁବାର ରେଲୱେ ୱାଲ୍‌ଟିୟର ଡିଭିଜନର ଡିଆର୍‌ଏମ୍‌ ଅନୁପ ଶତପଥୀ…
Read More...

ଚିନ୍ତା ବଢାଇ ଲାଣି କରୋନା

ଭୁବନେଶ୍ୱର,୨୩।୧୨(ବ୍ୟରୋ): ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ତେବେ କରୋନା ସ୍ଥିତିକୁ ନେଇ କ’ଣ ପଦକ୍ଷେପ…
Read More...

ଡ଼ ଗୀତାଞ୍ଜଳୀ ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା। ସେ ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି ଓ…
Read More...

ବାଲେଶ୍ଵରରେ ୧୮୦୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ, ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତପ୍ରସ୍ତର…
Read More...

ନାଲକୋ ଛକ ନ୍ୟୁଜ ପେପର ହକର୍ସ ୟୁନିୟନର ବାର୍ଷିକ ଉତ୍ସବ

ଭୁବନେଶ୍ୱର - ନାଲକୋ ଛକ ନ୍ୟୁଜ ପେପର ୟୁନିୟନର ପ୍ରଥମ ବାର୍ଷିକ ଉତ୍ସବ ଶୈଳଶ୍ରୀ ବିହାର ଫେଜ-୨ ସ୍ଥିତ କମୁନିଟି ସେର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରମେୟ ଖବର କାଗଜର ଡିଗିଏମ ଗଜେନ୍ଦ୍ର ଦାସ ଯୋଗଦେଇ କହିଥିଲେ ର୍ବମାନ ଟିଭି ଉ ସୋସିଆଲ୍ ମିଡିଆ…
Read More...