banner
Breaking
Monthly Archives

July 2022

ରାଜ୍ୟରେ ଆଜି ପୁଣି ୧୦୬୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୬।୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୪୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ…
Read More...

ଏଣିକି ଡିଜିଟାଲ ଗଣମାଧ୍ୟମ ପାଇଁ ଲାଗିବ ଅଙ୍କୁଶ, ଖୁବ ଶୀଘ୍ର ଆସୁଛି ଆଇନ୍

ନୂଆଦିଲ୍ଲୀ : ଏଣିକି ଡିଜିଟାଲ ଗଣମାଧ୍ୟମ ପାଇଁ ଲାଗିବ ଅଙ୍କୁଶ। ଏଥିରୁ ବ୍ୟତିକ୍ରମ ହେଲେ ଦଣ୍ଡିତ ହେବେ। ଦେଶରେ ଡିଜିଟାଲ ଗଣମାଧ୍ୟମ ନିୟନ୍ତ୍ରଣ ପାଇଁ ସରକାର ଆଇନ ଆଣିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ ଏ ସଂକ୍ରାନ୍ତ ବିଧେୟକ ଆଗତ ହେବ। ଏହାର…
Read More...

ଏନଆଇଆରଏଫ ମାନ୍ୟତାରେ ଏମ୍ସ ଭୁବନେଶ୍ୱରକୁ ମିଳିଲା ୨୬ତମ ସ୍ଥାନ

ଭୁବନେଶ୍ୱର, : ନିଜର ଏକ ଦଶନ୍ଧିର ଗୌରବମୟ ଯାତ୍ରାରେ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ…
Read More...

ତନିସ୍କର ନୂଆ କ୍ୟାମ୍ପେନ, ପ୍ରତି ମହିଳା ଜଣେ ହୀରା -ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର,୧୫ା୭: ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲର ତନିସ୍କ ଏହାର ନୂଆ କ୍ୟାମ୍ପେନ ‘ପ୍ରତି ମହିଳା ଜଣେ ହୀରା’କୁ ଆରମ୍ଭ କରିଛି । ଏ ପରିେପ୍ରେକ୍ଷୀରେ କମ୍ପାନି ପକ୍ଷରୁ ମୁଦି, କାନଫୁଲ, ପେଣ୍ଡେଣ୍ଟ, ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌, ଚୁଡ଼ି ଏବଂ ଅନ୍ୟାନ୍ୟ ସେଗ୍‌ମେଣ୍ଟରେ ବିସ୍ତୃତ ରେଞ୍ଜ୍…
Read More...

ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ-୨୦୨୨

ଭୁବନେଶ୍ୱର : ଏଆଇସି-ନାଳନ୍ଦା, ଷ୍ଟାର୍ଟ ଅପ୍ ଓଡିଶା, ୟୁସିସିଆଇଏଲ୍ ଏବଂ ଫ୍ଲୁଇଡ୍ ଭେଞ୍ଚର୍‌ର ମିଳିତ ପ୍ରୟାସରେ ଆୟୋଜିତ ସର୍ବବୃହତ୍ତ ମେଣ୍ଟର-ଇନ୍‌ଭେଷ୍ଟର-କନେକ୍ଟ ଫେଷ୍ଟ “ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ ୨୦୨୨ ଆୟୋଜିତ ହୋଇଯାଇଛି । ଦେଶର ବିଭିନ୍ନ କ୍ଷେତ୍ରରୁ ତଥା ଭୁବନେଶ୍ୱରରୁ…
Read More...

ରାଜଧାନୀରେ ପୁଣି ଅଘଟଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା…
Read More...

ଆରମ୍ଭ ହେଲା ୧୮ରୁ ୫୯ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ୱର,୧୫/୭(ଓଡ଼ିଆ ନ୍ୟୁଜ): ରାଜ୍ୟର ଅନେକ ସରକାରୀ କୋଭିଡ ଟୀକାକରଣ କେନ୍ଦ୍ରମାନଙ୍କରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ଆଜି ଠାରୁ ୧୮ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯାଉଛି ବୁଷ୍ଟର ଡୋଜର। କୋଭିଡ ଟିକାର ୨ୟ ପାନ ନେଇଥିବା ବ୍ୟକ୍ତିମାନେ ୬ ମାସପରେ ଏହି…
Read More...

ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୫/୭(ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଛି କରୋନା ଆଜି ଆଉ ୧୦୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୯ ଜଣ ଥିଲାବେଳେ ସ୍ଥାନୀୟ ସ°କ୍ରମିତଙ୍କ ସ°ଖ୍ୟା ୪୩୪ ରହିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଜଣ।…
Read More...

ଇବିଏଲ୍ ଫିନଟେକ୍ ସର୍ଭିସ୍ ପକ୍ଷରୁ ଇଜି ଲୋନ୍ ଓ୍ବେବ୍ ସାଇଟ୍ ଲୋକର୍ପିତ

ଭୁବନେଶ୍ବର,୧୪/୭(ଓଡ଼ିଆ ନ୍ୟୁଜ): ଋଣ ନେଉଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ା ଏଣିକି ଋଣ ହେଉ କି ବ୍ୟାଙ୍କ୍ ସେବା ମିଳିବ ବିନା ଝିନଝଟରେ । ଗୋଟିଏ କ୍ଲିକରେ ସମ୍ପୂର୍ଣ୍ଣ ନିରାପଦ ଓ ଗୋପନରେ ଗ୍ରାହକମାନେ ଘରେ ରହି ପାଇ ପାରିବେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ା ଇବିଏଲ୍ ଫିନଟେକ୍ ସର୍ଭିସ୍…
Read More...

୧୮ ରୁ ୫୯ ବର୍ଷଙ୍କୁ ଦିଆଯିବ ମାଗଣା ବୁଷ୍ଟୋର ଡୋଜ

ନୂଆଦିଲ୍ଲୀ,୧୩।୭(ଓଡ଼ିଆ ନ୍ୟୁଜ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ୧୮-୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି…
Read More...