banner
Breaking
Monthly Archives

November 2021

ପୁର୍ବତନ କର୍ପୋରେଟର ରଞ୍ଜନ ଜେନାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ବାପା ମା’ଙ୍କ ଠାରୁ ଆତ୍ମୀୟ ସ୍ୱଜନ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । ପିଲାଙ୍କ ମୁହଁରେ ହସ ଫୁଟିଲେ ସମସ୍ତଙ୍କର ମନ ପ୍ରଫୁଲ୍ଲିତ ହୋଇଉଠେ । ସମସ୍ତ ବାଧାବିଘ୍ନ ନିମିଶକ ମଧ୍ୟରେ ଦୂର ହୋଇଯାଏ । ତେଣୁ ପିଲାଙ୍କ…
Read More...

ପଞ୍ଚାୟତ ନିର୍ବାଚନ ପାଇଁ ସ°ରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ଘୋଷଣା କରିଛନ୍ତି ରାଜ୍ୟ ନିର୍ଵାଚନ କମିଶନ। ରାଜ୍ୟ ନିର୍ବାଚନ କମିସନ ସଚିବ ରବୀନ୍ଦ୍ର ସାହୁ ଆଜି ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୋଟ ୬ ହଜାର ୭୯୪ଟି ପଂଚାୟତ…
Read More...

ଲକ୍ଷ୍ମୀ ନାରାୟଣ ବେଶରେ ଝଲସିଲେ ମହାପ୍ରଭୁ

ପୁରୀ , ୧୬।୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚକ ନୀତି ଆରମ୍ଭ ହୋଇଛି। ଏକାଦଶୀରେ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି। ତେବେ ଚଳିତବର୍ଷ ପ୍ରଶାସନର କଟକଣା ଯୋଗୁ ଏହି ଅନନ୍ୟ ବେଶ ଦର୍ଶନରୁ ଭକ୍ତ…
Read More...

ରାଜଧାନୀରେ ବଢୁଛି ଡେଙ୍ଗୁ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବର୍ଯ୍ୟନ୍ତ ଏଠାରେ ୫୨୭୭ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଗତ ସପ୍ତାହରେ ୨୫୬୯ଜଣ ଡେଙ୍ଗୁ ରୋଗୀ ଏକାଥରେ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଏବେ ପର୍ଯ୍ୟନ୍ତ ରାଜଧାନୀରେ…
Read More...

ପୃଥ୍ବୀରାଜ ର ଟିଜର ରିଲିଜ

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ପ୍ରଥମ ଝଲକକୁ ଦର୍ଶକେ ଅପେକ୍ଷା କରି ରହିଥିଲେ । ଏବେ ୧ ମିନିଟ ୨୨ ସେକେଣ୍ଡର ଏହି ଟିଜର…
Read More...

ପୁଣି ହନି ଟ୍ରାପରେ ଯବାନ

ପାଟନା : ପାଟନାରେ ଜଣେ ଭାରତୀୟ ସେନା ଯବାନଙ୍କୁ ହନିଟ୍ରାପ୍‌ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ରାଜଧାନୀର ଖାଗଲ ପୋଲିସ ଷ୍ଟେଶନ ଅଞ୍ଚଳରୁ ଗିରଫ କରାଯାଇଛି। ଗିରଫ ସେନା ଯବାନ ଜଣେ ପାକିସ୍ତାନୀ ମହିଳାଙ୍କ ସହ ଯୋଗାଯୋଗରେ ରହି ଦେଶର ଗୁପ୍ତ ସୁରକ୍ଷା ତଥ୍ୟ ଲିକ୍‌ କରାଉଥିବା ଅଭିଯୋଗ…
Read More...

ବଢିଲା ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ୨୦୨୨ରେ ହେବାକୁ ଯାଉଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ। ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜିଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚଙ୍କର ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି କରିଛନ୍ତି। ଜିଲାପରିଷଦ ସଭ୍ୟଙ୍କର…
Read More...

ବଦଳିଲା ନିୟମ, ରାତିରେ ହୋଇପାରିବ ଶବ ବ୍ୟବଛେଦ

ନୂଆଦିଲ୍ଲୀ,୧୫।୧୧: ଦେଶରେ ପ୍ରଚଳିତ ମୃତଦେହ ବ୍ୟବଚ୍ଛେଦ ଆଇନରେ ବଡ଼ ପରିର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ମୃତଦେହ ବ୍ୟବଚ୍ଛେଦ କରାଯାଉ ନ ଥିଲା। ଏହାକୁ ସଂଶୋଧିତ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ୨୪ ଘଣ୍ଟା…
Read More...

ବିଜେଡିରେ ମିଶିଲେ ପ୍ରଦୀପ ସାହୁ

ଖୋର୍ଦ୍ଧା ,୧୫।୧୧: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଝଟକା ଲାଗିଛି। ବେଗୁନିଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ସୋମବାର ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ି ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।…
Read More...

ଝାରସୁଗୁଡାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍‌ କାର୍ଡ ସୋମବାର ଝାରସୁଗୁଡାରେ ଶୁଭାରମ୍ଭ କରିଛନ୍ତି । ଭର୍ଚୁଆଲ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସ୍ମାର୍ଟ କାର୍ଡ ଗରିବ ଶ୍ରେଣୀର ଲୋକଙ୍କ ଦୁଃଖ ଦୂର କରିବ…
Read More...