banner
Breaking
Monthly Archives

December 2019

ଉନ୍ନାଓ ପିଡୀତାଙ୍କୁ ମିଳିଲା ନ୍ୟାୟ। କୁଲଦୀପଙ୍କୁ ଆଜୀବନ କାରାଦଣ୍ଡ।

ନୂଆଦିଲ୍ଲୀ,୨୦।୧୨: ଶେଷରେ ଉନ୍ନାଓ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ। ଶୁକ୍ରବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଭାରତୀୟ ଜନତା ପାର୍ଟି(ଭାଜପା)ର ବହିଷ୍କୃତ ବିଧାୟକ କୁଲଦୀପ ସେନ୍‌ଗାରଙ୍କୁ ଆଜୀବନ ଜେଲଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ସିବିଆଇକୁ…
Read More...

କୃଷକଙ୍କ ପୁତ୍ର ଆଇପିଏଲ ନିଲାମରେ ଚଢା ଦରରେ।

କୋଲକାତା,୨୦।୧୨- ଆଇପିଏଲ ନିଲାମ ପ୍ରକ୍ରିୟାରେ ଆକାଶ ସିଂଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ ଦଳ। ରାଜସ୍ଥାନ ଫ୍ରାଞ୍ଚାଇଜ ଆକାଶଙ୍କୁ ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ ଦଳରେ ସାମିଲ କରିଛି। ରାଜସ୍ଥାନରେ ରହୁଥିବା ଆକାଶ ଜଣେ ବାମହାତୀ ପେସର। ସେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତୀୟ ଦଳ…
Read More...

ଆସୋଚାମର ୧୦୦ବର୍ଷ ପୂର୍ତ୍ତିରେ ଯୋଗଦେଲେ ନରେନ୍ଦ୍ର ମୋଦୀ।

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘୧୦୦ ବର୍ଷରେ ଆସୋଚାମ (ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ)’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଆସୋଚାମ ୧୦୦ ବର୍ଷରେ ପଦାର୍ପଣ କରିବା ଏକ ବଡ ଅନୁଭୂତି। ଏଥିପାଇଁ ସେ…
Read More...

ସୁନିଲ୍ ଡ୍ୟାନ୍ସ ଏକାଡେମୀ (ଏସ୍.ଡି.ଏ) ର ୫ମ ବାର୍ଷିକ ଉତ୍ସବ । ନୃତ୍ୟ ଓ ସଂଗୀତ ପିଲାମାନଙ୍କର ଭାବନାକୁ ପରିପ୍ରକାଶ…

ଭୁବନେଶ୍ୱର,୨୦/୧୨(ଓଡ଼ିଆ ନ୍ୟୁଜ): ରାଜଧାନୀର ଅଗ୍ରଣୀ ନୃତ୍ୟ ଓ ସଂଗୀତ ଭିତ୍ତିକ ଅନୁଷ୍ଠାନ ସୁନିଲ୍ ଡ୍ୟାନ୍ସ ଏକାଡେମୀ (ଏସ୍.ଡି.ଏ) ର ୫ମ ବାର୍ଷିକ ଉତ୍ôସବ ଇତି ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶୀ ରିଚର୍ସ ସେଣ୍ଟରର ଉତ୍କଳ ରଂଗମଞ୍ଚରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ତମ ବାର୍ଷିକ କ୍ରୀଡା ଉତ୍ସବ।

ଭୁବନେଶ୍ୱର,୨୦ ।୧୨(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ତମ ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟର ସଂପାଦକ ଇନ୍ଦ୍ରମଣି ସେଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଆନ୍ତର୍ଜାତୀୟ ମହିଳା ଭାରୋତ୍ତଳନ କାରିଣୀ ଝିଲ୍ଲୀ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଷଷ୍ଠ ଚନ୍ଦ୍ର ଯୋଗୁ ଖର୍ଚ୍ଚଭାର ବଢିପାରେ, ପୁରାତନ ରୋଗପୀଡା, ପୂର୍ବ ଶତ୍ରୁତା, ପିଲାମାନଙ୍କ ସମ୍ବନ୍ଧୀୟ ଥିବା ଦୁଶ୍ଚିନ୍ତା ସମ୍ପର୍କରେ ଚିନ୍ତିତ ରହିବେ। ଯେଊଁ କାମ କରନ୍ତୁନା କାହିଁକି, ଅବଶ୍ୟ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନ,…
Read More...

ପାୟଲ ଜେଲ ଭିତରେ ରାତିର ଲୋମଟାଙ୍କୁରା କାହାଣୀ କହିଲେ।

ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ ଚାଲିଆସିଥିଲେ। ସୋମବାର ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ରାଜସ୍ଥାନ କୋର୍ଟରୁ ତାଙ୍କୁ…
Read More...

ବିଲେଇକୁ ଗୁଳିକରି ବନ୍ଧା ହେଲେ ଯୁବକ।

ଭୁବନେଶ୍ବର: ବିଲେଇକୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ଯୁବକ ଜଣଙ୍କ ପଡିଶା ଘରର ଏକ ପୋଷା ବିଲେଇକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ବିଲେଇର ଏକ୍ସରେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି କି ବିଲେଇ ମୁଣ୍ଡରେ ଗୁଳି ବାଜିଛି। ଏପରି ଏକ…
Read More...

ବିନା ହେଲମେଣ୍ଟରେ ଗାଡି ଚଳାଇବାରୁ ଫାଇନ ଗଣିବେ ଅଭିନେତା।

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍‌ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କମିଶନରେଟ୍‌ ପୋଲିସ ପକ୍ଷରୁ ତାଙ୍କୁ ଏକ ହଜାର ଟଙ୍କାର ଜରିମାନା ଲଗାଯାଇଛି। ଏନେଇ କମିଶନରେଟ୍‌ ପୋଲିସ ଟୁଇଟ କରି…
Read More...

ଶୁକ୍ରବାର ଦିନ କଟକ ଷ୍ଟେସନ ଯିବନାହିଁ ଟ୍ରେନ।

ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ଗୁରୁଡ଼ିଝାଟିଆ ରେଳ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଶୁକ୍ରବାର ୪ଟି ଟ୍ରେନ ନରାଜ ଷ୍ଟେଶନ ଦେଇ ଚଳାଚଳ କରିବ। ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାଟିଆ ତପସ୍ବିନୀ…
Read More...