banner
Breaking
Monthly Archives

March 2023

ତିନୋଟି ଶକ୍ତିପୀଠର ହେବ ଉନ୍ନତି କରଣ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟର ୩ଟି ପ୍ରମୁଖ ଶକ୍ତିପୀଠ କାକଟପୁର ମା’ ମଙ୍ଗଳା, ଭୂଷଣ୍ଡପୁରର ମା’ ଉଗ୍ରତାରା ଓ ବାଣପୁରର ମା’ ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି। ୫-ଟି ଉପକ୍ରମରେ ଏହି…
Read More...

ରାଜ୍ୟରେ ବଢୁଛି ଅପରାଧ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ଏକଥା ଖୋଦ୍‌ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୋମବାର ୨୦୨୨ ବର୍ଷ ପାଇଁ ପ୍ରକାଶିତ ଶ୍ୱେତପତ୍ରରେ ଉଲ୍ଲେଖ ରହିଛି। ୨୦୨୧ରେ ରାଜ୍ୟରେ ୧,୫୫, ୪୨୦ ଆପରାଧିକ ମାମଲା ରୁଜୁ ହୋଇଥିବାବେଳେ ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ…
Read More...

ବଢୁଛି କରୋନା, ଆସିପାରେ ଗାଇଡଲାଇନ

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ହେବ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ କରୋନା ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ହୋଇପାରେ ବୋଲି ଜଣାପଡିଛି। ଏଥିସହ…
Read More...

ମହାପ୍ରଭୁଙ୍କ ପଖାଳ ଭୋଗ

ପୁରୀ,୨୦ା୩: ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଶା, ଓଡ଼ିଆ ଏବଂ ପଖାଳ ପରସ୍ପରର ସମ୍ପର୍କ ଅତି ନିବିଡି। ଖାଲି ଓଡ଼ିଆ କାହିଁକି ଓଡ଼ିଆ ଜାତିର ମଉଡ଼ମଣି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଶୟନ ପୂର୍ବରୁ ବଡ଼ସିଂହାର ବେଶରେ…
Read More...

୩ରୁ ମାଟ୍ରିକ ଖାତା ଦେଖା

କଟକ ,୨୦ା୩: ସୋମବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷଦିନରେ ଛାତ୍ରୀଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ସରିଥିବା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି। ତେବେ ଆସନ୍ତା ୩ରୁ ମାଟ୍ରିକ ଖାତା ଦେଖାହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ମୋଟ୍‌…
Read More...

ମାଟ୍ରିକ ପ୍ରଶ୍ନପତ୍ର ଲିକ୍, ବିଧାନସଭା ମୁଲତବୀ

ଭୁବନେଶ୍ୱର : ସୋମବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଉଭୟେ ଭାଜପା ଏବଂ କଂଗ୍ରେସ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ…
Read More...

ଆଜି ପଖାଳ ଦିବସ

ପୁରୀ,୨୦ା୩: ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଶା, ଓଡ଼ିଆ ଏବଂ ପଖାଳ ପରସ୍ପରର ସମ୍ପର୍କ ଅତି ନିବିଡି। ଖାଲି ଓଡ଼ିଆ କାହିଁକି ଓଡ଼ିଆ ଜାତିର ମଉଡ଼ମଣି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ଶୟନ ପୂର୍ବରୁ ବଡ଼ସିଂହାର ବେଶରେ…
Read More...

କିଟ୍ ଓ କିସରେ ସର୍ବଭାରତୀୟ ଚେସ ଉଦଯାପିତ

ଭୁବନେଶ୍ୱର : କିଟ୍‌ ଓ କିସ୍‌ରେ ସର୍ବଭାରତୀୟ ସିଭିଲ ସର୍ଭିସେସ୍‌ ଚେସ୍‌ ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ଆରଏସ୍‌ବି ଚେନ୍ନାଇ ଓ ମହିଳା ବର୍ଗରେ କେରଳ ଦଳଗତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପୁରୁଷ ବର୍ଗରେ ଆରଏସ୍‌ବି ମୁମ୍ବାଇ ଦ୍ୱିତୀୟ ସ୍ଥାନ ଓ ସିସିଏସ୍‌ସିଏସ୍‌ବି ଦିଲ୍ଳୀ ତୃତୀୟ…
Read More...

ସଭାରେ ଜନସାଧାରଣଙ୍କ ମତାମତ ନେଲେ ୫ଟି ସଚିବ

ଭୁବନେଶ୍ବର :ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରି ଫେରିଛନ୍ତି। ଏହାସହ ବିଭିନ୍ନ ବ୍ଲକରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ସେ ଜିଲା…
Read More...

ଚାଇନାରେ ମଧ୍ୟ ରହିଛି ମୋଦିଙ୍କ ଲୋକପ୍ରିୟତା

ବେଜିଂ,୧୯।୩: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବଢୁଛି। ପଡୋଶୀ ଦେଶ ଚାଇନାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ। ଚାଇନାର ଖବରଦାତା ମୁ ଚୁନଶାନ୍‌ ‘ଦି ଡିପ୍ଲୋମାଟ୍‌’ ପତ୍ରିକାରେ ଏକ ଆର୍ଟିକିଲ ଲେଖିଛନ୍ତି। ଏହି…
Read More...