banner
Breaking
Monthly Archives

March 2023

ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା ପୂର୍ବରୁ ସେମାନଙ୍କର ଶୁଣିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୩ : ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ କୌଣସି ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ପକ୍ଷ ଶୁଣିବା ଉଚିତ। ଋଣ ନେଇଥିବା ବ୍ୟକ୍ତିଙ୍କ କଥା ମଧ୍ୟ ଶୁଣିବା ଆବଶ୍ୟକ। ଏହା ପରେ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେବା ଉଚିତ। କୋର୍ଟ ଏହା…
Read More...

୩୦ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲାରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ଏହି ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି। ଅନେକ ବିଧାୟକଙ୍କୁ ବି ଦାୟିତ୍ୱ ମିଳିଛି। ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ, ଢେଙ୍କାନାଳ,…
Read More...

ଆଜି ୧୩ ଜିଲ୍ଲାରେ ବର୍ଷା ପବନ

ଭୁବନେଶ୍ୱର : ସୋମବାର ୧୩ ଜିଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ପାଣିପାଗ ବିଭାଗ…
Read More...

ହିନ୍ଦୋଳ ଏନଏସି ନିର୍ବାଚନରେ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଜୋରଦାର ପ୍ରଚାର

ଢେଙ୍କାନାଳ :ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖଉଛି, ପ୍ରଚାର ମଇଦାନରେ ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଶାସକ ବିଜେଡି ପୁନର୍ବାର କ୍ଷମତା ଦଖଲ କରିବାକୁ ଜୋର୍‌ଦାର ଉଦ୍ୟମ ଜାରି ରଖିଥିବାବେଳେ ପ୍ରଚାରର ମଙ୍ଗ ଧରିଛନ୍ତି…
Read More...

ମୁମ୍ବାଇ ଇଣ୍ଡିଆନ୍ସ ଡବ୍ଲୁପିଏଲ ଚମ୍ପିୟାନ

ମୁମ୍ବାଇ,୨୬।୩: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନର ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ବିଜୟୀ ହୋଇଛି। ଫଳରେ ପ୍ରିମିୟର ଲିଗର ପ୍ରଥମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ…
Read More...

ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା କମିଟିର ଉପସଭାପତି ଭାବେ ସୂର୍ଯ୍ୟକାନ୍ତ ନନ୍ଦ ପୁନଃମନୋନୀତ

ଭୁବନେଶ୍ୱର: ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା କମିଟିର ଉପସଭାପତି ଭାବେ ସୂର୍ଯ୍ୟକାନ୍ତ ନନ୍ଦ ପୁନଃମନୋନୀତ ହୋଇଛନ୍ତି । ଶ୍ରୀ ନନ୍ଦ ତାଙ୍କ ଉପରେ ଦଳର ନେତୃବୃନ୍ଦ, ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା…
Read More...

ଗଞ୍ଜାମ ହେବ ଦେଶର ଏକ ନମ୍ବର ଜିଲ୍ଲା

କବିସୂର୍ଯ୍ୟନଗର : ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ ଦେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଠାରେ ପହଞ୍ଚିଥିଲେ। ବଡ଼…
Read More...

ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ

ଭୁବନେଶ୍ୱର : କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ…
Read More...

ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟରେ ବିଶ୍ବ ଜଳ ଦିବସ

ଭୁବନେଶ୍ବର: ଚଳିତ ବର୍ଷ ବିଶ୍ୱ ଜଳ ଦିବସରେ ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାକୁ ଜାତିସଙ୍ଘ ଆହ୍ୱାନ କରିଛନ୍ତି | ଏହି ବିଷୟକୁ ନେଇ ସମ୍ବାଦ ଡିଜିଟାଲ ତରଫରୁ ବି-ସ୍କୁଲ୍ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଭିନବ ପ୍ରତିଯୋଗିତା ଆରମ୍ଭ କରାଯାଇଛି |…
Read More...

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମମତା ବାନାର୍ଜୀ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ ସହ ଛେନାପୋଡ ଓ…
Read More...