banner
Breaking
Monthly Archives

May 2021

ପାଞ୍ଚ ହଜାର ୨-ଡିଜି ପାଇଁ ଅର୍ଡର ଦେଲେ ଓଡିଶା ସରକାର।

ଭୁବନେଶ୍ୱର,୨୯ା୫(ବ୍ୟୁରୋ): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ୫ ହଜାର ପୁଡ଼ିଆ ଟୁ-ଡିଜି ମେଡିଶିନ ପାଇଁ ଅର୍ଡର ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା…
Read More...

ରାଜନୈତିକ ପ୍ରତିଶୋଧ ନେଉଛି କେନ୍ଦ୍ର : ମମତା

କୋଲକାତା, ୨୯।୫: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଇବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ସନ୍ଧ୍ୟାରେ ନିର୍ଦ୍ଦେଶ ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବାକୁ ଶନିବାର…
Read More...

ବାତ୍ୟା ପାଇଁ ସରକାରଙ୍କ ଦୀର୍ଘ ମିଆଦୀ ଯୋଜନା।

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବିଶ୍ୱ ବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ସରକାର ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଜଳ ସମ୍ପଦ ବିଭାଗର ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛି ଡିପିଆର। ଅର୍ଥାତ୍‌ ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ। ୧୯୪୪ କୋଟି ଟଙ୍କାର ପ୍ରକଳ୍ପ…
Read More...

ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସହାୟତା। କୃତଜ୍ଞତା ଜଣାଇଲା କଳିଙ୍ଗ ସାମ୍ବାଦିକ ସ°ଘ।

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୩ଜଣ ମୃତ କର୍ମଜୀବୀ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କରୋନାରେ…
Read More...

ଦଶମ ଶ୍ରେଣୀ ମାର୍କ ଅପଲୋଡ଼ ଆରମ୍ଭ। ଜୁଲାଇରେ ପରୀକ୍ଷା ଫଳ।

କଟକ ,୨୯।୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟରେ ଶନିବାରଠାରୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପାଇଁ ମାର୍କ ଅପ୍‌ଲୋଡ୍‌ କାର୍ଯ୍ୟ ଆରମ୍ଭ ହେବ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଉପଲବ୍ଧ ରହିବ। ଏହି ସମୟରେ ଛାତ୍ରୀଛାତ୍ରମାନଙ୍କ ମାର୍କ ଅପ୍‌ଲୋଡ୍‌…
Read More...

ବଳକା ଟିକା ବ୍ୟବହାର କରିବାକୁ କେନ୍ଦ୍ରକୁ ଚିଠି।

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଅନ୍ୟସବୁଠି କୋଭିଶିଲ୍ଡ ବ୍ୟବହାର ହେଉଛି। ଏବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କ ପାଇଁ ଆବଶ୍ୟକ ଟିକା ମହଜୁଦ ନ ଥିବାରୁ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ତେଣୁ…
Read More...

ଅନାଥ ପିଲାମାନଙ୍କୁ ତୁରନ୍ତ ସାହାଯ୍ୟ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯।୫: କରୋନା ମହାମାରୀ ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ଫଳରେ କେତେ ପିଲା ଯେ ସେମାନଙ୍କ ମାଆବାପାଙ୍କୁ ହରାଇ ଅନାଥ ହୋଇଛନ୍ତି, ତାହା କଳ୍ପନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତୁରନ୍ତ ଅନାଥ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ…
Read More...

ରାଜ୍ୟରେ ଆଜି ୭,୧୮୮ ପଜିଟିଭ ଚିହ୍ନଟ ଓ ୩୫ ମୃତ।

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଶନିବାର ରାଜ୍ୟରେ ୭,୧୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୦୨୬ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୩,୧୬୨ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ…
Read More...

କାଜଲ ଅଗ୍ରୱାଲଙ୍କ ଅନ୍ତରଙ୍ଗ ଫଟୋକୁ ପ୍ରଶଂସାର ସୂଅ।

ବଲିଉଡ ଓ ଟଲିଉଡ୍‌ ଫ୍ୟାନ୍ସଙ୍କ ଅନ୍ୟତମ ଫେଭରାଇଟ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଲକ୍‌ଡାଉନ ସମୟରେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି କିଛି ଅନ୍ତିରଙ୍ଗ ଫଟୋ। ଫଟୋରେ ଅବଶ୍ୟ ସ୍ବାମୀ ଗୌତମ କିଚଲୁ ଅଛନ୍ତି। ଏହାସତ୍ତ୍ୱେ କାଜଲଙ୍କ ଫଟୋ ପ୍ରଶଂସକଙ୍କ ମନ ଜିଣୁଛି। ଅପଲୋଡ୍‌ ହେବାର କିଛି ଘଣ୍ଟା…
Read More...

ଅକ୍ସିଜେନ୍ ବୃଦ୍ଧିକାରୀ ଔଷଧର ଦାମ ଘୋଷଣା। ସରକାରୀ ହସ୍ପିଟାଲରେ ମିଳିବ ରିହାତି।

ନୂଆଦିଲ୍ଲୀ,୨୮।୫: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଏବଂ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ୨-ଡିଜିର ମୂଲ୍ୟ ଶୁକ୍ରବାର ସ୍ଥିର କରାଯାଇଛି। ଏହି ଔଷଧ ପାଉଚ ପିଛା ଦାମ ୯୯୦ ଟଙ୍କା ରଖାଯାଇଛି। ହେଲେ ସରକାରୀ ହସ୍ପିଟାଲରେ ଏହା ରିହାତି…
Read More...