banner
Breaking
Monthly Archives

May 2021

ବେଆଇନ କମ୍ପ୍ୟୁଟର ସ°ସ୍ଥା ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୨୮।୫: ସାରା ରାଜ୍ୟରେ ଛତୁ ଫୁଟିଲା ପରି କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଦାନ କରୁଥିବା ସଂସ୍ଥା ଖୋଲିଛି। ଏହିସବୁ ସଂସ୍ଥା କେତେକ ଏନ୍‌ଜିଓ ଓ ଅଣ ଅନୁମୋଦିତ ଶିକ୍ଷାନୁଷ୍ଠାନ କେବଳ ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟ ୧୮୬୦ରେ ପଞ୍ଜୀକୃତ ହୋଇ ବେଆଇନ ଭାବେ କମ୍ପ୍ୟୁଟର ପାଠ୍ୟକ୍ରମ ଶିକ୍ଷା…
Read More...

ରାଜ୍ୟରେ ଆଜି ୭,୨୧୬ ପଜିଟିଭ ଚିହ୍ନଟ ଓ ୩୩ ମୃତ।

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଦୁଇଦିନ ହେବ ସଂକ୍ରମଣ ମାତ୍ରା କମିଛି। ଶୁକ୍ରବାର ରାଜ୍ୟରେ ୭,୨୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରାଣ୍ଟାଇନ୍‌ରୁ ଥିଲାବେଳେ ୩୧୭୫ ଟି ହେଉଛି ଲୋକାଲ କେସ ରହିଛି। ଆଜି କଟକ ଜିଲାରୁ ସର୍ବାଧିକ୧୦୯୧ ଜଣ…
Read More...

ଜୁଲାଇରୁ ଭାରତକୁ ଆସିବ ବିଦେଶୀ ଟୀକା।

ନୂଆଦିଲ୍ଲୀ, ୨୮।୫:ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନୀକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଟିକା ନୀତିରେ ପରବର୍ତ୍ତନ କରାଯିବ ବୋଲି ସରକାର ଦୋହରାଇଛନ୍ତି। ଆମେରିକାର ଫାଇଜର କମ୍ପାନୀ ଭାରତକୁ ୫ କୋଟି ଡୋଜ୍‌ ଯୋଗାଇଦେବାକୁ ପ୍ରସ୍ତୁତ…
Read More...

ଗତ ୫୦ ବର୍ଷ ମଧ୍ୟରେ ହୋଇଛି ୧୧୭ ବାତ୍ୟା।

ନୂଆଦିଲ୍ଲୀ,୨୮/୫: ୧୯୭୦ରୁ ୨୦୧୯ ମଧ୍ୟରେ ଭାରତ ୧୧୭ ବାତ୍ୟାର ସମ୍ମୁଖୀନ ହୋଇଛି। ଏହି ୫୦ ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ଼ ଓ ବାତ୍ୟାରେ ୪୦,୦୦୦ ଲୋକଙ୍କ ଜୀବନ ଯାଇଛି। ସାମୁଦ୍ରିକ ଝଡ଼ ଯୋଗୁ ମୃତ୍ୟୁହାର ବିଗତ ୧୦ ବର୍ଷରେ ବହୁଳ ଭାବେ ହ୍ରାସ ପାଇଛି ବୋଲି ଏକ ଗବେଷଣାମୂଳକ ନିବନ୍ଧରେ ପ୍ରକାଶ…
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ ।

କଟକ: - କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଲକଡାଉନ, ସଟଡାଉନ,ସାମୁଦ୍ରିକ ବାତ୍ୟା ୟଶ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା ଅରିଲୋ,ରାମକମାରପୁର ଆଦି କଟକ ସଦର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ,ଭିନ୍ନକ୍ଷମ ଲୋକ,ରାସ୍ତା…
Read More...

ବାତ୍ୟା ପରେ ବର୍ଷା ଯନ୍ତ୍ରଣା।

ବାରିପଦା ,୨୭।୫: ବାତ୍ୟା ‘ୟାସ’ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ବନ୍ୟା ଚିନ୍ତା ଘାରିଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଥିବା ଯୋଗୁ ଏଠାରୁ ବାହାରି ଥିବା ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀର ଜଳସ୍ତର ଉପରମୁଣ୍ଡରେ ବୃଦ୍ଧି…
Read More...

ନାବାଳିକାକୁ ଅପହରଣ ପରେ ବଳତ୍କାର।

ବୁଗୁଡ଼ା,୨୭ା୫: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ୧୬ ବର୍ଷିୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିପଦର ଫାଣ୍ଡି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ…
Read More...

ବିପଦ ସ°କେତ ଉପରେ ବୈତରଣୀ।

ଯାଜପୁର ,୨୭ା୫: ବାତ୍ୟା ୟାସ୍‌ ଯୋଗୁ ଯାଜପୁର ଜିଲା ସମେତ ଉପରମୁଣ୍ଡ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଫୁଲି ଉଠିଛି। ବୈତରଣୀର ଉପରମୁଣ୍ଡ ଆନନ୍ଦପୁରଠାରେ ଗତ ୨ ଦିନରେ ପ୍ରାୟ ୮୫ ମି.ମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲାରେ ହାରାହାରି ୧୭୧ ମି.ମି ବର୍ଷା ରେକର୍ଡ…
Read More...

ଶ୍ମଶାନରେ ଜଳିଲା ଜୁଇ , ୭ ଦିନ ପରେ ଜୀବନ୍ତ ଫେରିଲେ ଯୁବକ।

ଜୟପୁର, ୨୭।୫: ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରି ଏକ ପରିବାର ପକ୍ଷରୁ ଗଳିତ ମୃତ ଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାର ୭ ଦିନ ପରେ ଯୁବକ ଜଣକ ଘରକୁ ଫେରି ଆସିଛନ୍ତି। ଏଭଳି ଘଟଣା ରାଜସ୍ଥାନର ରାଜସାମନ୍ଦ ଜିଲାରେ ଘଟିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ…
Read More...

ତାଙ୍କ ବାପାବି ମୋତେ ଗିରଫ କରିପାରିବନି।

ଆରଡ଼ି,୨୭।୫: ବାତ୍ୟା ୟାସ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁରେ ପାଣି ମାଡିଯାଇଛି। ଫଳରେ ସାଳନ୍ଦୀ ନଦୀ କୂଳ ଗାଁ ରାସ୍ତାପାର୍ଶ୍ୱରେ ବସବାସ କରୁଥିବା ପ୍ରାୟ ୧୫ ପରିବାର ପାଣି ଘେରରେ ରହିଛନ୍ତି। ସରକାରୀସ୍ତରରେ କୌଣସି ସହାୟତା ମିଳି ନ ଥିବା ସେମାନେ…
Read More...