banner
Breaking
Monthly Archives

January 2023

ପ୍ରାଇଭେଟ୍ ସ୍କୁଲରେ ଗରିବ ପିଲାଙ୍କ ନାମଲେଖା ପାଇଁ ନୂଆ ନିୟମ

ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁସାରେ ଗରିବ ତଥା ଆର୍ଥତ୍କ ଅନଗ୍ରସର ପିଲାଙ୍କ ନାମଲେଖା ପାଇଁ ୨୫% ସଂରକ୍ଷଣ ରହିବା ଉଚିତ। ଏହାକୁ ରାଜ୍ୟରେ ଅଧିକାଂଶ ସ୍କୁଲ ପାଳନ କରୁ ନ ଥିବା ଦେଖାଯାଉଛି। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।…
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ…
Read More...

ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ କହିଛନ୍ତି, ସାଧାରଣତନ୍ତ୍ର ଦିବସ ପାଇଁ ଅନେକ ଅନେକ ଶୁଭେଚ୍ଛା। ଏଥର ଏହି ଉତ୍ସବ ମଧ୍ୟ ସ୍ବତନ୍ତ୍ରସ୍‌, କାରଣ ଆମେ ଏହାକୁ ସ୍ବାଧୀନତାର…
Read More...

ଓ୍ବମେନ୍ ପ୍ରିମିୟର ଲିଗ୍ ନିଲାମରେ ୫ଟି ଟିମ୍

ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍‌ସ ଲାଇନ୍‌ ସେଲିଙ୍ଗ…
Read More...

ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ଓଡିଶା ମୋ ପରିବାର

ଭୁବନେଶ୍ବର: ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବାପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ, ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ ହେବାକୁ ଯୋଗାଇ ଦେଲା…
Read More...

ୟୁବେଏୟୁକୁ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ

ଭୁବନେଶ୍ବର : ଇଭୋସ ପକ୍ଷରୁ ପଞ୍ଚମ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ ଆୟୋଜିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ସ୍କିନ୍ କେୟାର କ୍ଲିନିକ୍ ପାଇଁ ଓଡିଶାର ଅଗ୍ରଣୀ ପ୍ରିମିୟମ ଆଷ୍ଟେଟିକ୍ କ୍ଲିନିକ୍ ୟୁବେଏୟୁ'କୁ ଟାଇମ୍ ହେଲଥ୍ ଆଇକନ୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ୟୁବେଏୟୁ'ର…
Read More...

ଏଥର ପ୍ୟାରେଡରେ ଭାଗନେବେ ୪୩ ରୁ ଉର୍ଦ୍ଧ୍ବ ଗ୍ରୁପ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍‌ ରିହର୍ସାଲ୍‌ ହୋଇଛି। କୋଭିଡ କଟକଣା ପରେ ଏଥର ୪୩ରୁ ଉର୍ଦ୍ଧ୍ବ ଟ୍ରୁପ ଭାଗ ନେବେ। ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କ ଅଂଶ ଗ୍ରହଣ କରିବେ। ଏଥିସହ ରାଜ୍ୟର…
Read More...

ଆଜିଠାରୁ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର : ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ସ୍ପେନ୍‌ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ୨୫ ତାରିଖରେ ଅନ୍ୟ ୨ଟି…
Read More...

ଧର୍ମନିରପେକ୍ଷ ସ୍ବାଧୀନ ଭାରତ ଚାହୁଁଥିଲେ ନେତାଜୀ

ନୂଆଦିଲ୍ଲୀ : ଦେଶର ସ୍ବାଧୀନତା ସଂଗ୍ରାମକୁ ନୂତନ ଶକ୍ତି ପ୍ରଦାନ କରିଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ତାଙ୍କ ଝିଅ ଅନୀତା ବୋଷ ଫାଫ ମଧ୍ୟ ପିତାଙ୍କୁ ମନେ ପକାଇ କହିଛନ୍ତି, ଯେଉଁମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଶଂସା…
Read More...

ଜୀବନ ଜାଗୃତି ଟ୍ରଷ୍ଟର ବାର୍ଷିକ ଉତ୍ସବ

ଭୁବନେଶ୍ୱର ; ଜୀବନ ଜାଗୃତି ଓ୍ବେଲଫେୟାର ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାରା ଦିନ ବ୍ୟାପି ଅନୁଷ୍ଠିତ ଏହି ଉତ୍ସବରେ ସକାଳୁ ଏକ ଗଣ ସାଇକେଲ୍ ରାଲି କରାଯାଇଥିଲା । ଏହାକୁ ଆଥକଲେଟ୍ ଅନୁରାଧା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ରାଲିଟି…
Read More...