banner
Breaking

ଏଥର ପ୍ୟାରେଡରେ ଭାଗନେବେ ୪୩ ରୁ ଉର୍ଦ୍ଧ୍ବ ଗ୍ରୁପ

0

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍‌ ରିହର୍ସାଲ୍‌ ହୋଇଛି। କୋଭିଡ କଟକଣା ପରେ ଏଥର ୪୩ରୁ ଉର୍ଦ୍ଧ୍ବ ଟ୍ରୁପ ଭାଗ ନେବେ। ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କ ଅଂଶ ଗ୍ରହଣ କରିବେ। ଏଥିସହ ରାଜ୍ୟର ଲୋକକଳା, ପାରମ୍ପାରିକ ବାଦ୍ୟ, ବାଘ ନାଚ, ଘୋଡା ନାଚ ଆଦି ପ୍ରଦର୍ଶନ କରାଯିବ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୟରେ ଗାନ୍ଧୀମାର୍ଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ଶହ ଅଧିକାରୀ ନିୟୋଜିତ ହେବେ।

Khansweb Solution Bhubaneswar

Leave A Reply

Your email address will not be published.