banner
Breaking
Monthly Archives

October 2022

ବିସିସିଆଇର ଅଧ୍ୟକ୍ଷ ହେଲେ ରୋଜର ବିନ୍ନି

ନୂଆଦିଲ୍ଲୀ : ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)ର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ କ୍ରିକେଟର୍‌ ରୋଜର ବିନ୍ନି। ମଙ୍ଗଳବାର ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ…
Read More...

ଆସୁଛି ବାତ୍ୟା

ଭୁବନେଶ୍ୱର : ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
Read More...

ଯୁବ ଇଞ୍ଜିନିୟର ଆଶୁତୋଷ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର – ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରିବିହାରର ବିନଦାସ କ୍ଲବ ପରିସରରେ ଯୁବ ଇଞ୍ଜିନିୟର ଆଶୁତୋଷ ସାହୁ(ଲିଟୁ)ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସତ୍ୟ ସୁନ୍ଦର ବାସାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋକ ସଭାରେ ସର୍ବ ପ୍ରଥମେ ଲିଟୁଙ୍କ ଫଟୋ ଚିତ୍ରରେ…
Read More...

ଉତ୍ତର ଭୁବନେଶ୍ୱରରେ ବିଶାଳ ପଦଯାତ୍ରା ଅନାଥ ପିଲାଙ୍କ ମେଳରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳିଲେ ବିଧାୟକ

ଭୁବନେଶ୍ୱର - ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ ଉତ୍ତର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଆଜି ଡମଣା ଦୁର୍ଗାପୁଜା ପଡିଆ ଠାରୁ ଏହି ପଦଯାତ୍ରା…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରୋଗୀଙ୍କୁ ଫଳ ବଣ୍ଟନ

ଭୁବନେଶ୍ୱର : ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ତଥା ଓଡିଶାର ଜନପ୍ରିୟ, ଦରଦି ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୭୭ ତମ ଜନ୍ମ ଦିବସ ପାଳନ ଅବସରରେ ବିଜୁ ଜନତା ଦଳ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଚିକିତ୍ସାରତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି…
Read More...

ଅର୍ଚ୍ଚନା ଏକ୍କା ମେକପ୍ ଷ୍ଟୁଡିଓ ଓ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଲ କଲେଜ ସମ୍ମୁଖ ସହିଦନଗର ଠାରେ ଅର୍ଚ୍ଚନା ଏକ୍କା ମେକପ୍ ଷ୍ଟୁଡିଓ ଓ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାଡେମୀ ଓ ମେକପ୍ ଷ୍ଟୁଡିଓର ମୁଖ୍ୟ ଅର୍ଚ୍ଚନା ଏକ୍କା ଉଦଘାଟନ କରିଛନ୍ତି । ଏହି ଏକାଡେମୀ…
Read More...

ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର – ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ନବ ନିଯୁକ୍ତ ହୋଇଥିବା କୁନ ବିହାରୀ ଦାସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ତାଙ୍କ କାର୍ଯ୍ୟାଳୟ ଠାରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟକ ପ୍ରଶାନ୍ତ ମୁଦୁଲି, କର୍ପୋରେଟର ମିହିର କୁମାର ରାଉତ, ଅମରେଶ ଜେନା, ପ୍ରୀତିନନ୍ଦା…
Read More...

ଯୁବକ ମାନେ ସେବା ମନୋବୃତ୍ତି ରଖିଲେ ରଷ୍ଟ୍ରର ଉନ୍ନତି ଘଟିବ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଯୁବା ଉତ୍କର୍ଷ ୨୦୨୨…

ଭୁବନେଶ୍ୱର - ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ପ୍ରାନ୍ତୀୟ ଯୁବା ଉତ୍କର୍ଷ ଓଡିଶା-୨୦୨୨ ଭୁବନେଶ୍ୱରର ରଘୁନାଥପୁର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ଅବସରରେ ଅନୁଷ୍ଠିତ ଯୁବ ସୃଜେତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ସେଭେନ୍ ଇଲେଭେନ୍ କାଫେ ଓ ରେଷ୍ଟୁରାଣ୍ଟ ଉଦଘାଟିତ

ଭୁବନେଶ୍ୱର - ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ହରିଦାସପୁ୍ର, ନହରକଣ୍ଟାରେ ଏକ ଅତ୍ୟାଧୁନିକ କାଫେ କମ୍ ରେଷ୍ଟୁରାଣ୍ଟ "7ven 11ven" କୁ ଆଜି ଭୁବନେଶ୍ୱର ଉତ୍ତର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି। ସମ୍ମାନିତା ଅତିଥି ଭାବେ…
Read More...

ରାଜ୍ୟ ସ୍ତରରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ ୧୪ ବର୍ଷରୁ କମ କବାଡି ପ୍ରତିଯୋଗୀତା

ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଓଡିଶା ଭୁବନେଶ୍ୱର ରିଜନରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୪ ବର୍ଷରୁ କମ୍ ମହିଳା କବାଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ପ୍ରତ୍ୟେକ କେନ୍ଦରୀୟ ବିଦ୍ୟାଳୟର ଟିମ୍ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୨…
Read More...