banner
Breaking
Monthly Archives

September 2020

ବିଦ୍ୟୁତ ବିଲ୍ ବୃଦ୍ଧି ପାଇଁ ଯୁବ କ୍କ°ଗ୍ରେସର ବିକ୍ଷୋଭ।

ଭୁବନେଶ୍ୱର,୨୯/୯(ଓଡ଼ିଆ ନ୍ୟୁଜ): ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ଓ ଫ୍ରାଞ୍ଚାଇଜି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ ସମ୍ମୁଖରେ ସମସ୍ତ କୋଭିଡ୍ ନିୟମର ପାଳନ ପୂର୍ବକ…
Read More...

ଆର୍ନ୍ତଜାତୀୟ ସ୍ତରରେ ବ୍ୟବହାର ହେବ ବ୍ଲୁ ଆମୋନିଆ।

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସାଉଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ତେବେ ବ୍ଲୁ ଆମୋନିଆ ହେଉଛି ସେହି ପଦାର୍ଥ ଯାହା ବିନା…
Read More...

ସୁଶାନ୍ତ ସି°ହ ରାଜପୁତ ମୃତ ମାମଲାରେ ବଡ ଖୁଲାସା।

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦୀର୍ଘ ୪ ମାସ ବିତିସାରିଲାଣି। ମାତ୍ର ଏଯାଏଁ ମଧ୍ୟ ତାଙ୍କ ମୃତୁକୁ ନେଇ ତଦନ୍ତ ଜାରି ରହିଛି। ସୁଶାନ୍ତ ରାଜପୁତଙ୍କ କେସରେ ଏମ୍ସର ଏକ ଡ଼ାକ୍ତରୀ ପ୍ୟାନେଲଙ୍କ ଦ୍ୱାରା ସିବିଆଇକୁ ହସ୍ତାନ୍ତର ହୋଇଥିବା ରିପୋର୍ଟ ମିଳିଥିବା ଜଣାପଡ଼ିଛି।…
Read More...

ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରେଖା ଲୋହାନୀ।

ଭୁବନେଶ୍ୱର,୨୯।୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରେଖା ଲୋହାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ ସେବା ଭବନରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ଅଣକୋଭିଡ ରୋଗୀଙ୍କ ସ°ଖ୍ୟା ବଢିଚାଲିଛି।

ଭୁବନେଶ୍ୱର,୨୯।୯(ବ୍ୟୁରୋ): କୋଭିଡ୍‌-୧୯ ପାଇଁ ସମଗ୍ର ରାଜ୍ୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି। ଅଣକୋଭିଡ୍‌ ରୋଗୀମାନେ ସର୍ବାଧିକ କ୍ଷତିଗସ୍ତ ହେଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ପରଠୁ ରାଜ୍ୟରେ…
Read More...

ଷୋଡଶ ବିଧାନସଭା ମୌସୁମୀ ଅଧିବେଶନ। ଶୋକରୁ ଆରମ୍ଭ, ବିରୋଧରେ ଶେଷ।

ଭୁବନେଶ୍ଵର,୨୯/୯(ଓଡ଼ିଆ ନ୍ୟୁଜ): କରୋନା କଟକଣା ମଧ୍ୟରେ ରାଜ୍ୟ ବିଧାନସଭାର ଷୋଡଶ ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନବୀନ ନିବାସରୁ ଏବଂ ଲୋକସେବା ଭବନରୁ ୬ ଜଣ ବିଧାୟକ ବୈଠକରେ ଭାଗ ନେଇଛନ୍ତି । ଆଜି ସକାଳେ ଗୃହ…
Read More...

ରାଜ୍ୟରେ ଆଜି ପୁଣି ୩୦୬୭ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ୱର,୨୯।୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୦୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୨୧୫୬୭୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ଜଣ…
Read More...

ରୋମାଞ୍ଚକର ମ୍ୟାଚ; ସୁପର ଓଭରରେ ଜିତିଲା ଆରସିବି।

ଦୁବାଇ, ୨୯।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବିର ନବଦୀପ ସଇନୀଙ୍କ ଓଭରରୁ ମୁମ୍ବାଇ ଇଣ୍ଡିଆନ୍ସ ୭ ରନ ସଂଗ୍ରହ କରିଥିଲା। ୮ ରନ ବିଜୟ…
Read More...

ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି।

ଭୁବନେଶ୍ବର,୨୮/୯(ଓଡ଼ିଆ ନ୍ୟୁଜ):ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ସୋମବାର ମଧ୍ୟାହ୍ନରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। କୋଭିଡ୍‌ ପରିପ୍ରେକ୍ଷୀରେ ବିଧାନସଭା ଭିତର ଏବଂ ବାହାର ସୁରକ୍ଷା ପାଇଁ କୋଭିଡ୍…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଦିନଟି ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ଅବଶ୍ୟ ଆର୍ଥିକ ଅଭିବୃଦ୍ଧି, ସକାଳୁଆ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ,ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ। ବୃଷ:-ଆଜି…
Read More...