banner
Breaking

୩ ତାରିଖ ପର୍ଯ୍ୟନ୍ତ ବର୍ଷା

0

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବର୍ଷା ହୋଇଛି । ଫଳରେ ତାପମାତ୍ରା ସମାନ୍ୟ କମ ହୋଇଯାଇଛି । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୩ ପର୍ଯ୍ୟନ୍ତ ବର୍ଷା ସହ ପବନ ଜାରି ରହିବ । ପାଣିପାଗ ବିଭାଗ କହିଛି ଶୁକ୍ରବାର କେରଳ, କର୍ନାଟକ, ଉତ୍ତର ଆସାମ, ତ୍ରିପୁରା, ଜମ୍ମୁ-କଶ୍ମୀର, ହୀମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ କୁଆପଥର ସହ ହାଲୁକା ବର୍ଷା ହୋଇପାରେ । ଏହାସହ ପାଣିପାଗ ବିଭାଗ ପଶ୍ଚିମ ଉତ୍ତର ପ୍ରଦେଶ ଓ ପୂର୍ବାଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.