banner
Breaking

ଗ୍ରୀଷ୍ମପ୍ରବାହ ନେଇ କୈାଣସି ବିପଦ ନାହିଁ: ବିଷ୍ଣୁପଦ ସେଠୀ

0

ଭୁବନେଶ୍ୱର, ୧।୫(ବ୍ୟୁରୋ): ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗ୍ରୀଷ୍ମପ୍ରବାହ ନେଇ କୈଣସି ବିପଦ ନାହିଁ। ସ୍କୁଲଗୁଡିକ ସକାଳ ୯ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଛାତ୍ରୀଛାତ୍ର କ୍ଷତିଭରଣା ସହ ମଧ୍ୟ୍ୟାହ୍ନ ଭୋଜନ ପାଇପାରିବେ ବୋଲି ସେ କହିଛନ୍ତି।
ଆଇଏମ୍‌ଡି ଆକଳନ ଅନୁଯାୟୀ, ମେ’ରେ ୩୨ ରୁ ୩୪ ଡିଗ୍ରୀ ତାପମାତ୍ରା ରହିବ। ହେଲେ ୩୫ ଡିଗ୍ରୀ ଟପିବନି। କାଳବୈଶାଖୀ ପ୍ରଭାବରେ ଆଜିଠୁ ତାପମାତ୍ରା କମିବ।

Khansweb Solution Bhubaneswar

Leave A Reply

Your email address will not be published.