banner
Breaking

ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ନଦେଲେ ଦରମା ବନ୍ଦ

0

ଭୁବନେଶ୍ୱର : ଜାନୁୟାରୀ ଶେଷ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦେବେ। ଏନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଜାନୁୟାରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ନ ଦେଲେ ଫେବୃୟାରୀ ମାସର ଦରମା ମିଳିବ ନାହିଁ ବୋଲି ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ତେବେ ସମ୍ପତ୍ତି ତାଲିକା ଘୋଷଣା କରିବା ପରେ ଦରମା ଉଠାଇ ପାରିବେ ବୋଲି କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.