banner
Breaking

ସାଲିଆ ସାହିରୁ ଦେଶୀ ମଦ ଜବତ

0

ଭୁବନେଶ୍ବର,୨୦।୯(ବ୍ୟୁରୋ):ଭୁବନେଶ୍ବର ସାଲିଆସାହିରେ ମଙ୍ଗଳବାର କମିଶନରେଟ୍‌ ପୋଲିସ ଚଢାଉ କରିଛି। ଏହି ଚଢାଉରେ ବିପୁଳ ପରିମାଣରେ ଦେଶୀ ମଦ ସହ ପ୍ରସ୍ତୁତ ସାମଗ୍ରୀ ପୋଲିସ ଜବତ କରିଛି । ଏଥିରେ ଡିସିପି ପ୍ରତୀକ ସିଂଙ୍କ ସମେତ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ସାମିଲ ଥିଲେ। ଅନ୍ୟପଟେ ଦେଶୀ ମଦ କାରବାର ଓ ପ୍ରସ୍ତୁତ ଅଭିଯୋଗରେ କିଛି ଲୋକଙ୍କୁ କମିଶନରେଟ ପୋଲିସ ତାଗିଦ କରିଛି।

Khansweb Solution Bhubaneswar

Leave A Reply

Your email address will not be published.