banner
Breaking

ମରାମତି ହେବ ଶ୍ରୀମନ୍ଦିର ବାଇଶିପାହାଚ।

0

ପୁରୀ,୨୭।୧୦(ଓଡ଼ିଆ ନ୍ୟୁଜ): ଶ୍ରୀମନ୍ଦିର ବାଇଶିପାହଚ ମରାମତି ହେବ। ଏଥିପାଇଁ ଏଏସ୍‌ଆଇର ଏକ ୪ ଜଣିଆ ଟିମ୍‌ ବୁଧବାର ଶ୍ରୀମନ୍ଦିରରେ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚ ମାପଚୁପ କରିବା ସହ ଦୁର୍ବଳ ପଥର ଚିହ୍ନଟ ହୋଇଛି। ଆବଶ୍ୟକ ପଡିଲେ ଦୁର୍ବଳ ପଥର ବଦଳାଯିବ ବୋଲି ଜଣାପଡିଛି। ବାଇଶିପାହଚ ସହ ମା’ ମହାଲଷ୍ମୀ ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି ଟିମ୍‌। ସୂଚନାଥାଉ କି, ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପାହାଚ ମରାମତି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.