banner
Breaking

ପଟିଆ ପ୍ରିମିଅର ଲିଗ୍ (ପିପିଏଲ) ଉଦଘାଟିତ

0

ଭୁବନେଶ୍ୱର,୨୮ା୧୨-ପଟିଆ ଗଡ ପକ୍ଷରୁ ଆୟୋଜିତ ପଟିଆ ପ୍ରିମିଅର ଲିଗ (ପିପିଏଲ) ସଟ୍ ବାଉଣ୍ଡରୀ ଟେନିସ ବଲ କ୍ରିକେଟ
ଟୁର୍ଣ୍ଣାମେ ଉଦଘାଟିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ
ଉଦଘାଟନ କରି କହିଥିଲେ ଖେଳ ଭାଇଚାରା ସୃଷ୍ଟି କରିଥାଏ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନୃସିଂହ ଚରଣ ରାଉତ,ପୁର୍ବତନ
କର୍ପୋରେଟର ଜୟନ୍ତି ଜେନା, ସଞ୍ଜୟ ସେଠୀ ଓ ତ୍ରୈଲୋକ୍ୟ ରାଉତ,ଚିକୁ ରାୟ, ଟୁକୁନା ଜେନା, ଚିତ୍ତରଞ୍ଜନ ପାତ୍ର,ଦିଲ୍ଲିପ ରାଉତ, ହିମାଂଶୁ ଦାସ
ପ୍ରମୁଖ ଯୋଗଦେଇଥିଲେ ।


ସାଗର ରାଉତ,ନିର୍ମଳ ରାଉତ, ଲିପୁ ଜେନା, ଆନ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେ ଚାରିଦିନ ଧରି ଚାଲିବ । ଏଥିରେ ଏଏସ,ପଟିଆ ଟାଇଗର,ବିଆରଏସ,ପଟିଆ ଫାୟାର ବଲ୍‌,ୟସବନ୍ତ ଓ ମା ସାହା ଆଦି ୬ ଟି ଦଳ ଭାଗ ନେଇଛନ୍ତି । ଲିଗ
ପର୍ଯ୍ୟାୟରେ ଗୋଟିଏ ଦଳ ୫ଟି ମ୍ୟାଚ ଖେଳିବ । ଏହା ପରେ କ୍ୱାଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ନ୍ୟାଚ ଅନୁଷ୍ଠିତ ହେବବୋଲି
ଆୟୋଜକ କହିଛନ୍ତି । ଏଥିରେ ପଟିଆ ଗଡର ସମସ୍ତ କ୍ରିଡାବିତ ମାନେ ସହେଯାଗ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.