banner
Breaking

କଂଗ୍ରେସରେ ମିଶିଲେ ବିଜୟ ପଟ୍ଟନାୟକ

0

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଶୁକ୍ରବାର ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କିଛି ଦିନ ପୂର୍ବରୁ କଂଗ୍ରେସରେ ସାମଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା।

୧୯୭୬ କ୍ୟାଡରର ଆଇଏଏସ ଅଧିକାରୀ ହେଉଛନ୍ତି ବିଜୟ ପଟ୍ଟନାୟକ । ସେ ୨୦୧୦ରୁ ୨୦୧୩ ମୁଖ୍ୟ ଶାସନ ସଚିବ ଥିଲେ। ଏଥିସହ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ମଧ୍ୟ ଥିଲେ ବିଜୟ। ଏହାପରେ ୨୦୧୪ରେ ମାନବାଧିକାର କମିଶନ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

Khansweb Solution Bhubaneswar

Leave A Reply

Your email address will not be published.