banner
Breaking

ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଯ ବିଜୟୀ ହୋଇଛନ୍ତି। ଏହାକୁ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ବିଜୁ ଜନତା ଦଳ(ବିଜେଡି) ଜନାଦେଶକୁ ସମ୍ମାନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପନିର୍ବାଚନ ହୋଇଥିବା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ବର୍ଗତ ବିଷ୍ଣୁ ସେଠୀ ଲୋକପ୍ରିୟ ନେତା ଥିଲେ। ଭାଜପା ତାଙ୍କ ପୁଅଙ୍କୁ ଟିକଟ ଦେଇଥିଲା। ଏଥିରେ ଭାଜପା ବିଜୟୀ ହେବ ବୋଲି ଆଶା କରାଯାଉଥିଲା । ଆଉ ସେ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଛନ୍ତି। ଏଥିରେ ବିଜେଡି ବିଚଳିତ ନୁହେଁ। ୨୦୨୪ ନିର୍ବାଚନରେ ବିଜେଡି ନିଶ୍ଚୟ ଜିତିବ। ଆମେ ଲୋକଙ୍କ ସହ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.