banner
Breaking

୮ରୁ ଆରମ୍ଭ ହେବ ପିଜି କ୍ଲାସ,ଖୋଲିବ ହଷ୍ଟେଲ।

0

ଭୁବନେଶ୍ୱର,୨।୨(ବ୍ୟୁରୋ): ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବ ପିଜି ପାର୍ଟ- କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବୃୟାରୀ ୧୦ରୁ ଆରମ୍ଭ ହେବା ନେଇ ସେ କହିଛନ୍ତି। ତେଣୁ ଆଗାମୀ ୮ରୁ ମଧ୍ୟ ହଷ୍ଟେଲ ଖୋଲାଯିବ। କରୋନା କଟକଣା ନିୟମ ପାଳନ କରାଯାଇ କ୍ଲାସ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏହାସହ ୟୁଜି ୩ୟ ସେମିଷ୍ଟର ଓ ୫ମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହେବ। ଏହା ଏପ୍ରିଲ ୩୦ ଯାଏ ଚାଲିବ। ମେ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.