banner
Breaking

ପାଟକୁରା ନିର୍ବାଚନ ଫଳାଫଳ

0

ପାଟକୁରା,୨୪ ।୭(ଓଡ଼ିଆ ନ୍ୟୁଜ): ପାଟକୁରା ବିଧାନସଭା ପାଇଁ ଆଜି ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗଣତି । ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଆଗୁଆ ଅଛନ୍ତି । ସାବିତ୍ରୀ ଅଗ୍ରଓ୍ୱାଲ ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ୧୩୬୮୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଡେରାବିଶ ବ୍ଲକର ସବୁ ଗଣତି ସରିଥିବା ବେଳେ କେବଳ ୨ଟି ପଞ୍ଚାୟତ ବାକି ଅଛି। ମାର୍ଶାଘାଇ ଓ ଗରଦପୁର ଗଣନା ହୋଇନାହିଁ।

Khansweb Solution Bhubaneswar

Leave A Reply

Your email address will not be published.