banner
Breaking

ନିକନ ଇଣ୍ଡିଆ ଏହାର ଇମେଜିଙ୍ଗ ମାଷ୍ଟରପିସ ପ୍ରଦର୍ଶନ କଲା: ରେଡି ଆକ୍ସନ ନିକନ ଜେଡ-୮

0

ଭୁବନେଶ୍ୱର : ନିକନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ନିକନ ନିଗମର ୧୦୦% ସହାୟକ କମ୍ପାନୀ, ଇମେଜିଙ୍ଗ ଟେକ୍ନୋଲୋଜିର ଅଗ୍ରଣୀ ସଂସ୍ଥା ପକ୍ଷରୁ ଏହାର ସର୍ବଶ୍ରେଷ୍ଠ ମିରର ଲେସ ଇମେଜିଙ୍ଗ ମାଷ୍ଟରପିସ ନିକନ ଜେଡ-୮ କୁ ପ୍ରଦର୍ଶିତ କରିଛି । ଚମତ୍କାରିତା, ପୋର୍ଟେବିଲିଟି, ବହୁମୁଖୀତା, ଏବଂ ଶ୍ରେଷ୍ଠ-ଶ୍ରେଣୀର ଏଆଇ-ସକ୍ଷମ ବୈଶିଷ୍ଟ୍ୟଗୁଡିକର ଫ୍ୟୁଜନ ଇମେଜିଙ୍ଗ ଲ୍ୟାଣ୍ଡସ୍କେପକୁ ଏକ ନୂତନ ଉଚ୍ଚତାକୁ ନେବାକୁ ସେଟ କରାଯାଇଛି ।
ଭୁବନେଶ୍ୱର ସ୍ଥିତ ଆଇଟିସି ୱେଲକମ୍ ହୋଟେଲରେ ହୋଇଥିବା ଚମତ୍କାର ଶୋ କେସ ଇଭେଣ୍ଟରେ ନିକନ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସଜନ କୁମାର ଉପସ୍ଥିତ ଥିଲେ । ଇମେଜିଙ୍ଗ ମାଷ୍ଟରପିସ ନିକନ ଜେଡ-୮, ଏହାର ଅସାଧାରଣ ଇମେଜିଙ୍ଗ କାର୍ଯ୍ୟଦକ୍ଷତା, ପ୍ରଶଂସନୀୟ ସୁସଙ୍ଗତତା ଏବଂ ହାଇ-ସ୍ପିଡ ଫ୍ରେମ କ୍ୟାପଚର ବୈଶିଷ୍ଟ୍ୟରେ ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଛି । ପାୱାରହାଉସ ନିକନ ଜେଡ-୮ ଭିଡିଓ ୪କେ ୟୁଏଚଡି/୬୦ପି୨ରେ ୧୨୫ ମିନିଟ ପର୍ଯ୍ୟନ୍ତ ରେକର୍ଡ କରିପାରିବ ଏବଂ ପ୍ରାୟ ୯୦ ମିନିଟ ପର୍ଯ୍ୟନ୍ତ ୮କେ ୟୁଏଚଡି/୩୦ପି୩ରେ ରେକର୍ଡିଂ କରି ପାରିବ ।
ଏହି ଅବସରରେ ନିକନ ଇଣ୍ଡିଆ ପ୍ରାଇଭେଟ ଲିଃ.ର ପରିଚାଳନା ନିର୍ଦ୍ଦେଶକ ସଜନ କୁମାର କହିଲେ, ନିକନ ଜେଡ-୮ କ୍ୟାମେରାରେ ଟପ-ନଚ ୧୨ ବିଟ୍ ଆଭ୍ୟନ୍ତରୀଣ ୮କେ ଭିଡ଼ିଓ ରେକର୍ଡିଂ ଏବଂ ୧୨୦ ଏଫପିଏସ ଦ୍ରୁତ ସ୍ପିଡ ତଥା ସବୁଠାରୁ ଉନ୍ନତ ଅଟୋ ଫୋକସ ସିଷ୍ଟମ ବୈଶିଷ୍ଟ୍ୟ ସହିତ ଏହି ହାଇବ୍ରିଡ କ୍ୟାମେରାର କମ୍ପାକ୍ଟନେସ ଏବଂ ପୋର୍ଟେବିଲିଟି ସୁବିଧା ରହିଛି ।
ସ୍ପୋର୍ଟସ, ଫ୍ୟାଶନ, ଲ୍ୟାଣ୍ଡସ୍କେପ, ୱାଇଲ୍ଡ ଲାଇଫ, ୱେଡିଂ, ଏବଂ ସିନେମାଟୋଗ୍ରାଫି ପରି ବିଭିନ୍ନ ଭିଡିଓଗ୍ରାଫର ଏବଂ ଫଟୋଗ୍ରାଫରଙ୍କ ପାଇଁ ଜେଡ-୮ ହେଉଛି ନିକନର ମିରର ଲେସ ଉପଯୁକ୍ତ କ୍ୟାମେରା । ଜେଡ-୮, ସୃଜନଶୀଳତାର ଶିଖର ଏବଂ ଉନ୍ନତ ପ୍ରଦର୍ଶନ, ସୃଜନଶୀଳ ଅଭିବ୍ୟକ୍ତି ଏବଂ ଭିଡିଓ କାହାଣୀ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥିର କରିବାକୁ ପ୍ରସ୍ତୁତ ହୋଇଛି । ଯାହା ଆମ ଦେଶର ଯୁବବର୍ଗମାନଙ୍କୁ ସେମାନଙ୍କର ସୃଜନଶୀଳତାକୁ ନୂତନ ଶିଖରରେ ପହଂଚାଇବା ପାଇଁ ସଶକ୍ତ କରିବ ।
ନିକନ ଜେଡ-୮, ଏକ ଇମେଜିଙ୍ଗ ମାଷ୍ଟରପିସ ଯାହା ଚମତ୍କାର ପ୍ରତିପାଦନ କରିବା ସହ କାର୍ଯ୍ୟ ପାଇଁ ପ୍ରକୃତରେ ରେଡି ଫର ଆକ୍ସନ ଲାଗି ପ୍ରସ୍ତୁତ କରିଥାଏ । ଯେକୌଣସି ସମୟରେ ଏବଂ ଯେକୌଣସି ଠାରେ ଏହା ୧୦-ବିଟ ଷ୍ଟିଲ ଇମେଜ, ହାଇ-ରେସ ଜୁମ, ସ୍କିନ୍ ସଫ୍ଟନିଂ, ପୋଟ୍ରେଟ ଇମ୍ପ୍ରେଶନ ବାଲାନ୍ସ ରହିଛି । ଏଥିରେ ନୂତନ ଏଚଏଲଜି (ଏଚଇଆଇଏଫ) ଫର୍ମାଟ ଭଳି ଆକର୍ଷଣୀୟ ବୈଶିଷ୍ଟ୍ୟ ରହିଛି । ଅଟୋ-ଫୋକସ ପାଇଁ ଇମ୍ପ୍ରେଶନ ସନ୍ତୁଳନ ଏବଂ ଉନ୍ନତ ଏଆଇ-ଆଲଗରିଦମ୍ ନିକନ ଜେଡ-୮ ରହିଛି । କଟିଂ ଏଜ ଟେକ୍ନୋଲୋଜି ସହିତ ନିକନ ପୁନର୍ବାର ଭାରତର ଷ୍ଟୋରୀ ଟେଲିଂ , ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ସମ୍ପ୍ରଦାୟ ସହିତ ନିଜର ବନ୍ଧନକୁ ମଜବୁତ କରି ପାରିବାର ଆଶା ରହିଛି ।
ଉପଲବ୍ଧତା:
ନିକନ ଜେଡ-୮ କ୍ୟାମେରା ୩,୪୩,୫.୦୦ ଟଙ୍କାରେ ସମଗ୍ର ଭାରତରେ ସମସ୍ତ ନିକନ ଆଉଟଲେଟରେ ଉପଲବ୍ଧ । ସୀମିତ ଅବଧି ଉଦଘାଟନୀ ଅଫରର ଏକ ଅଂଶ ଭାବରେ, ନିକନ ଇଣ୍ଡିଆ ରୋମାଂଚକର ଫ୍ରିବିଜ- ପ୍ରୋଗ୍ରେଡ ଡିଜିଟାଲ ୧୨୮ ଜିବି ସିଏକ୍ସପ୍ରେସ କାର୍ଡ ଏବଂ ନିକୋନ ଜେଡ-୮ ସହିତ ଅତିରିକ୍ତ ରିଚାର୍ଜ ଯୋଗ୍ୟ ଲି-ଆୟନ ବ୍ୟାଟେରୀ (ଇନ-ଇଏଲ୧୫ସି) ପ୍ରଦାନ କରୁଛି ।
ନିକନ ଇଣ୍ଡିଆ ସମ୍ପର୍କରେ:
ନିକନ ଇଣ୍ଡିଆ ନିକନ ଇମେଜିଙ୍ଗ ଉତ୍ପାଦଗୁଡିକମଧ୍ୟରେ, ନିକନ ସ୍ପୋର୍ଟ ଅପ୍ଟିକ୍ସ ଏବଂ ମାଇକ୍ରୋସ୍କୋପର ନିକନ ବାୟୋଲୋଜିକାଲ ଉତ୍ପାଦର ବିତରଣ, ବଜାର ଏବଂ ସେବା ପ୍ରଦାନ କରିଥାଏ । ନିକନ ଇମେଜିଙ୍ଗରେ ନିକୋନ ମିରରଲେସ ଜେଡ ସିରିଜ, ନିକୋନ ଡି-ଏସଏଲଆର, ନିକନ କୁଲପିକ୍ସ ଏବଂ ନିକକୋର ଲେନ୍ସ ଏବଂ ଆନୁଷଙ୍ଗିକ ଉତ୍ପାଦ ରହିଛି । ନିକନ ଇଣ୍ଡିଆ ଅପରେଶନରେ ମାଇକ୍ରୋସ୍କୋପ ଏବଂ ଏହାର ଆନୁଷଙ୍ଗିକ ସାମଗ୍ରୀର ନିକୋନ ବାୟୋଲୋଜିକାଲ ରେଞ୍ଜ ପାଇଁ ବିକ୍ରୟ, ସେବା ଏବଂ ପ୍ରୟୋଗ ସହାୟତା ମଧ୍ୟ ଯୋଗାଇ ଦେଇଥାଏ । କମ୍ପାନୀର ମୁଖ୍ୟାଳୟ ଗୁରୁଗାଓଁରେ ଅବସ୍ଥିତ । ନିକନର ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ଶାଖା କାର୍ଯ୍ୟାଳୟ ଅଛି । ନିକନ ଇଣ୍ଡିଆରେ ସମୁଦାୟ ପାଂଚଟି ନିକନ ମାଲିକାନା ସେବା କେନ୍ଦ୍ର (୪ ଟି ଶାଖା ଏବଂ ୧ ହେଡକ୍ୱାଟର୍ର୍‌), ୨୩ ଟି ଏଏସସି (ପ୍ରାଧିକୃତ ସେବା କେନ୍ଦ୍ର), ୧୪ ଟି ନିକନ କଲେକ୍ସନ ସେଂଟର ଏବଂ ନିକନ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ସେବା ଏବଂ ସହାୟତା ପାଇଁ ୧୫୦୦ ରୁ ଅଧିକ ଡିଲର ବେସ ଅଛି । ନିକନ ୧୪୦ ଏକ୍ସପେରିଏନ୍ସ ଜୋନ ପ୍ୟାନ ଇଣ୍ଡିଆ ମଧ୍ୟ ସ୍ଥାପନ କରିଛି ଯାହା ନିକୋନ ମିରରଲେସ ସିରିଜ, ଡି-ଏସଏଲଆର୍ କ୍ୟାମେରା, କୁଲପିକ୍ସ କ୍ୟାମେରା ଏବଂ ନିକକୋର ଲେନ୍ସ, ନିକୋନ ସ୍ପୋର୍ଟ ଅପ୍ଟିକ୍ସ ଏବଂ ଆସେସୋରିଜର ସମ୍ପୁର୍ଣ୍ଣ ରେଞ୍ଜ୍ ପ୍ରଦର୍ଶିତ କରିଥାଏ ।

Khansweb Solution Bhubaneswar

Leave A Reply

Your email address will not be published.