banner
Breaking

ଯବାନଙ୍କ ସହ ଦୀପାବଳି ମନାଇଲେ ମୋଦି

0

ଶ୍ରୀନଗର,୪।୧୧: ଯବାନଙ୍କ ସହ ଦୀପାବଳି ମନାଇବା ପାଇଁ ସୀମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ସକାଳ ୧୦.୩୦ ମିନିଟରେ ନୌସେରା ସେକ୍ଟରରେ ପହଞ୍ଚିଛନ୍ତି ।ଏହାପରେ ସାରେ ସୀମାରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ।

ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ମୁଁ ମୋ ଯବାନଙ୍କ ପାଇଁ କୋଟି କୋଟି ଭାରତୀୟଙ୍କ ଆଶୀର୍ବାଦ ଆଣିଛି ବୋଲି ଯବାନମାନଙ୍କୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସହ ଦୀପାବଳି ପାଳନ କରିଥାନ୍ତି । ୨୦୧୪ ମସିହାରୁ ମୋଦି ପ୍ରଧାନମନ୍ତ୍ରୀ ଭାର ତୁଲାଇବା ପରଠାରୁ ଦୀପାବଳିରେ ସୀମା ଗସ୍ତ କରିଥାନ୍ତି।

Khansweb Solution Bhubaneswar

Leave A Reply

Your email address will not be published.