banner
Breaking

ପ୍ରକାଶ ପାଇଲା +୨ ର ପ୍ରଥମ କଟଅପ୍ ମାର୍କ ତାଲିକା।

0

ଭୁବନେଶ୍ୱର,୧୮।୯(ଓଡ଼ିଆ ନ୍ୟୁଜ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ +୨ ନାମଲେଖା ପାଇଁ ମେଧା ତାଲିକା ବା କଟଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ବିଜ୍ଞାନରେ ୮୯% ସହ ପ୍ରଥମ ସ୍ଥାନରେ ରହିଛଇ ରେଭେନ୍ସା । ସେହିପରି ୮୮.୬% ସହ ବିଜେପି କଲେଜ ଦ୍ୱିତୀୟ ସ୍ଥାନରେ ରହିଛି ।
ସେହିପରି କଳାରେ ୭୨.୫% ସହ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ୭୧.୮୩% ସହ ବିଜେବି କଲେଜ ଦ୍ୱିତୀୟ ସ୍ଥାନରେ ରହିଛି ।
ବାଣିଜ୍ୟରେ ୭୫.୮୩% ସହ ପ୍ରଥମ ସ୍ଥାନରେ ରହିଛି ରେଭେନ୍ସା । ୭୫.୫% ସହ ଦ୍ୱିତୀୟ ସ୍ଥାନରେ ରହିଛି ରାଉରକେଲା ହାଇଅର ସେକେଣ୍ଡାରୀ ସ୍କୁଲ । ଏହା ସହ ଆସନ୍ତା ୨୧ ତାରିଖରୁ ନାମଲେଖା ଆରମ୍ଭ ହେବ ।

Khansweb Solution Bhubaneswar

Leave A Reply

Your email address will not be published.