banner
Breaking

କରୋନା ଟିକା ଫାଇଜରରେ ହୋଇପାରେ ବ୍ରେନ୍ ଷ୍ଟ୍ରୋକ

0

ୱାଶିଂଟନ,୧୪ ।୧: ଚାଇନା ସମେତ ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚି ଚାଲିଛି । ଏହାଠାରୁ ଦୂରେଇ ରହିବାକୁ ଟିକାକରଣକୁ ସମସ୍ତେ ଆପଣେଇ ନେଇଛନ୍ତି । ହେଲେ ଏହାରି ଭିତରେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି) ଓ ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେଶନ(ଏଫଡିଏ) ଶୁକ୍ରବାର ଏମିତି ଏକ ତଥ୍ୟ ଦେଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି ।
ଆମେରିକା ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଆମେରିକାର ଔଷଧ ନିର୍ମାତା ଫାଇଜର ଇଙ୍କ ଓ ଜର୍ମାନ ପାର୍ଟନର ବାୟୋଏନଟେକର ଅପଡେଟେଡ ଭାଇବଲେଣ୍ଟ କୋଭିଡ-୧୯ ସଟ ଯୋଗୁ ବରିଷ୍ଠ ନାଗରିକଙ୍କୁ ବ୍ରେନ୍ ଷ୍ଟ୍ରୋକର ବିପଦ ରହିଛି । ଏହାପରେ ବି ସିଡିସି ଲୋକଙ୍କୁ ଭ୍ୟାକ୍ସିନ ନେବାକୁ ପରାମର୍ଶ ଦେଇଛି ।

Khansweb Solution Bhubaneswar

Leave A Reply

Your email address will not be published.