banner
Breaking

ୟାସ ପ୍ରଭାବରେ ଗଛ ପଡି ଜଣେ ମୃତ।

0

କେନ୍ଦୁଝର,୨୬ା୫(ବ୍ୟୁରୋ): ଘଷିପୁରା ଥାନା ଅନ୍ତର୍ଗତ ପଞ୍ଚୁପଲୀ ଗ୍ରାମରେ ବୁଧବାର ସକାଳେ ୟାସ ପ୍ରଭାବରେ ଏକ ବରଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ ହୋଇଛି। ସେ ଦୋକାନ ଯାଉଥିବା ସମୟରେ ଏଭଳି ଅଘଟଣ ଘଟଥିବା କୁହାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ନାଏକ । ସେ ପଞ୍ଚପଲ୍ଲୀ ଗ୍ରାମର ତଳସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାତ୍ୟା ସମୟରେ ପଦାକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଥିଲା।

Khansweb Solution Bhubaneswar

Leave A Reply

Your email address will not be published.