banner
Breaking

ଆଜି ଜଗତସିଂହପୁରରୁ ଚିହ୍ନଟ ୬ ଜଣଯାକ ତିର୍ତ୍ତୋଲ ବ୍ଲକର।

0

ଜଗତସିଂହପୁର,୨୭/୫(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକରେ ଛଅ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଛଅଜଣ ରୋଗୀଙ୍କ କୈଣସି ଲକ୍ଷଣ ନଥିଲା କିନ୍ତୁ ସ୍ଵାବ ଟେଷ୍ଟ ପରେ ଜଣାପଡ଼ିଲା । ଏମାନେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଫେରନ୍ତା । ୨୨ ତାରିଖରେ ଟେଷ୍ଟ ହୋଇଥିବା ୨୦୮ ନମୁନାରୁ ଏହି ୬ଟି ଛାଡ଼ିଦେଲେ ଆଉ ସବୁ ନେଗେଟିଭ ।ଏହି ରୋଗୀମାନଙ୍କୁ କିମସ୍ କୋଭିଡି ହସ୍ପିଟାଲ୍ ସ୍ଥାନାନ୍ତରଣ କରାଯାଇଛି । ୨୩ ତାରିଖ ରେ ସଂଗ୍ରହ ୨୦୬ ନମୁନା ସବୁ ନେଗେଟିଭ ଆସିଛି ବୋଲି ଜିଲ୍ଲାପାଳ ଟୁଇଟର ଯୋଗେ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.