banner
Breaking

ଇଲିଆନାଙ୍କ ଟୁଇଟର ହାକ।

0

ବଲିଉଡ୍‌ ବିୟୁଟି ଇଲିଆନା ଡି’କ୍ରୁଜ୍‌ଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଛି। ଏ ସମ୍ପର୍କରେ ‘ଦି ବିଗ୍‌ ବୁଲ୍‌’ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ତାଙ୍କ ଟୁଇଟର୍‌ ଆକାଉଣ୍ଟରୁ କୌଣସି ପୋଷ୍ଟ ଅପଲୋଡ୍‌ ହେଲେ କିମ୍ବା ମେସେଜ ପଠାଗଲେ ତାହାକୁ ଅଣଦେଖା କରିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। କିଛିିଦିନ ହେଲା ଲଗାତାର ସିନେ ସେଲିବ୍ରିଟିଙ୍କ ସୋସିଆଲ ଆକାଉଣ୍ଟ ହ୍ୟାକ୍‌ ଘଟଣା ସାମ୍‌ନାକୁ ଆସୁଛି। ଫର୍‌ହା ଖାନ, ଇଶା ଦେଓଲ, ଅମିଷା ପଟେଲ ପ୍ରମୁଖ କଳାକାରଙ୍କ ପରେ ଏବେ ଇଲିଆନାଙ୍କ ଆକାଉଣ୍ଟ ହ୍ୟାକ୍‌ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.