banner
Breaking

ଅନୁଭବ ଓ ବର୍ଷାଙ୍କ ବିବାଦର ଶୁଣାଣି

0

କଟକ : ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲାରେ କଟକ ଏସ୍‌ଡିଜିଏମ୍‌ କୋର୍ଟ ଶୁଣାଣି ଶେଷ କରିଛନ୍ତି । ବର୍ଷାଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ବର୍ଷାଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର ପାଇଁ ଅନୁଭବ ମହାନ୍ତି ଆବେଦନ କରିଥିଲେ । ଅନୁଭବଙ୍କ ଆବେଦନ ଉପରେ ସାକ୍ଷ୍ୟ ପ୍ରମାଣ ପରେ ଶୁଣାଣି ଶେଷ କରି କଟକ ଏସ୍‌ଡିଜେଏମ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.