banner
Breaking

ଆଜି ପ୍ରକାଶ ପାଇବ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ

0

ଗୁଆହାଟୀ,୯।୩: ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାପୂର୍ବରୁ ଆସାମର ପୌର ନିର୍ବାଚନରେ ଭାଜପା ଚମତ୍କାର ପ୍ରଦର୍ଶନ କରିଛି। ଆସାମ ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ବୁଧବାର ଘୋଷିତ ନିର୍ବାଚନ ଫଳାଫଳ ଅନୁଯାୟୀ ପୌର ନିର୍ବାଚନରେ ଭାଜପା ମୋଟ ୮୦ଟି ଆସନ ମଧ୍ୟରୁ ୭୫ଟି ଆସନ କବଜା କରିଛି।
ଅନ୍ୟମାନଙ୍କ ମଧ୍ୟରେ ଏଜିପି ୨, ସ୍ବାଧୀନ ଗୋଟିଏ ଏବଂ ହଙ୍ଗବୋର୍‌ ଗୋଟିଏ ଆସନ ପାଇଛି। ଗତ ସପ୍ତାହରେ ଆସାମରେ ୮୦ଟି ପୌର ସଂସ୍ଥାରେ ୯୨୦ଟି ୱାର୍ଡ ଭୋଟ ଗ୍ରହଣ ହୋଇଥିଲା ଏହି ନିର୍ବାଚନରେ ୨୫୩୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ୫୭ଟି ୱାର୍ଡ ଭାଜପା ନିର୍ଦ୍ଧ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.