banner
Breaking

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

0

ଭୁବନେଶ୍ୱର,୨୧।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ପାଇଁ ହେବ ମତଦାନ । ୨୭ଟି ଜିଲାରେ ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍‌ରେ ଲୋକେ ମତସାବ୍ୟସ୍ତ କରିବେ । ୧୬୩ଟି ଜିଲା ପରିଷଦ ଜୋନ୍‌ ପାଇଁ ମତଦାନ ହେବାକୁ ଥିବା ବେଳେ ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍‌ରେ ମତଦାନ ହେବ । ଏଥିମଧ୍ୟରୁ ୨୫୬୩ ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ମଇଦାନରେ ୬୬୭ ଜିଲା ପରିଷଦ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।
ଝାରସୁଗୁଡା, ବୌଦ୍ଧ, ଦେବଗଡ଼ରେ ମତଦାନ ଶେଷ ହୋଇଛି। ଭଦ୍ରକ ଏବଂ ରାୟଗଡ଼ାରେ ରିପୋଲିଂ ନେଇ ପ୍ରସ୍ତାବ ଆସିଛି ।

Khansweb Solution Bhubaneswar

Leave A Reply

Your email address will not be published.