banner
Breaking

ଖୁବଶୀଘ୍ର ବାଜିପାରେ ପୌର ନିର୍ବାଚନ ବିଗୁଲ

0

ଭୁବନେଶ୍ୱର,(ବ୍ୟୁରୋ):ପୌର ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ୧୦ ତାରିଖ ଦିନ ସକାଳ ୧୧ଟା ୩୦ ମିନିଟ୍ ରେ ଗୀତ ଗୋବିନ୍ଦ ସଭାଗୃହରେ ବୈଠକ ଅନୁଷ୍ଠିତ ହେବ । ପୌର ପରିଷଦ/ନିଗମ ଗୁଡ଼ିକର ନିର୍ବାଚନ ଅବାଧ ଓ ନିରପେକ୍ଷ ପାଇଁ ଏହି ବୈଠକ କରାଯିବ । ସର୍ବଦଳୀୟ ବୈଠକରେ ଦଳୀୟ ପ୍ରତିନିଧିଙ୍କ ସହିତ ବିଚାର ବିମର୍ଶ ହେବ ।

Khansweb Solution Bhubaneswar

Leave A Reply

Your email address will not be published.