banner
Breaking

ଅପ୍ରେଲ ୨୨ରୁ ବିପିୟୁଟି ପରୀକ୍ଷା।

0

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଦ୍ବାରା ପରିଚାଳତି ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରଥମ ଓ ତୃତୀୟ ସେମିଷ୍ଟର ଅଫଲାଇନ୍‌ ପରୀକ୍ଷା ୨୨ ଏପ୍ରିଲରୁ ଆରମ୍ଭ ହେବ। ଏନେଇ ଶନିବାର ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବି.ଟେକ୍, ବି.ପ୍ଲାନ୍ ଏବଂ ବି.ଫାର୍ମା, ବି.ଆର୍କ, ଇଣ୍ଟିଗ୍ରେଟେଡ ଏମବିଏ, ଏମବିଏ (ପାର୍ଟ ଟାଇମ୍), ଏମସିଏ, ଏମ. ଆର୍କ ଏବଂ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମର ପ୍ରଥମ ଓ ତୃତୀୟ ସେମିଷ୍ଟର ପରୀକ୍ଷା ହେବ। ଏମ୍‌ବିଏ, ଏମ.ଆର୍କ, ଏମ. ଫାର୍ମା, ଏମ.ଟେକ୍ ଏବଂ ଏମ.ଏସସିର ପ୍ରଥମ ସେମିଷ୍ଟର ପରୀକ୍ଷା କୋଭିଡ କଟକଣା ଭିତରେ କରାଯିବ। ପରୀକ୍ଷା ସଂକ୍ରାନ୍ତ ସମସ୍ତ ବିବରଣୀ ବିପିୟୁଟି ୱେବସାଇଟ (www.bputexam.in)ରେ ଅପଲୋଡ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.