banner
Breaking

ଧନୁଷରେ ଆମେରିକୀୟ ଗୋଳା ପାକିସ୍ତାନ, ଚାଇନା ଛାନିଆ।

0

ନୂଆଦିଲ୍ଲୀ,୧୭।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ତୋପକୁ ସେନାରେ ସାମିଲ୍‌ କରାଯାଇଛି। ଏହାକୁ ନେଇ ଚାଇନା-ପାକିସ୍ତାନର ଚିନ୍ତା ବଢ଼ିଛି। ଏହା ୫୦ କିମିରୁ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏଥିରେ ବ୍ୟବହାର କରାଯାଉଥିବା ଗାଇଡ଼େଡ୍‌ ଗୋଳା ଭାରତ ଆମେରିକାଠାରୁ କିଣିଛି। ଏଥିରେ ଜେପିଏସ୍‌ ସିଷ୍ଟମ୍‌କୁ ସଂଲଗ୍ନ କରାଯାଇଛି। ଏହାକୁ ଭାରତ-ଚାଇନା ଏବଂ ଭାରତ-ପାକିସ୍ତାନ ସୀମାରେ ମୁତୟନ କରାଯିବାରେ ଯୋଜନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.