banner
Breaking

ଦିଲ୍ଲୀ ୭ ଦିନ ଲକଡାଉନ୍।

0

ନୂଆଦିଲ୍ଲୀ,୧୯।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ଏଠାରେ ସାତ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲୋକେ ୨୬ ଏପ୍ରିଲ୍‌ ପର୍ଯ୍ୟନ୍ତ ଘରେ ବନ୍ଦୀ ରହିବେ। ଘରୁ ବାହାରକୁ ବାହାରିବା ପାଇଁ କଟକଣା ଜାରି ହୋଇଛି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ପୂର୍ବପରି କାର୍ଯ୍ୟ କରିବ ବୋଲି ସରକାର ସୂଚନା ଦେଇଛନ୍ତି। ସୋମବାର ମଧ୍ୟରାତ୍ରରୁ ଏହି କଟକଣା ଲାଗୁ କରାଯିବ। ଏନେଇ ଏକ କଣ୍ଟ୍ରୋଲ୍‌ ରୁମ୍‌ ସ୍ଥାପନ ହୋଇଛି। ଏହା ସହିତ ତଥ୍ୟ ସମ୍ପର୍କରେ ଟିକିନିଖି ବିବରଣୀ ପାଇଁ ନୋଡ଼ାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.