banner
Breaking

କେଜରିଓ୍ବାଲ କରୋନା ପଜିଟିଭ

0

ନୂଆଦିଲ୍ଲୀ,୪ ।୨: ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି । ଟୁଇଟ୍‌୍ କରି ସେ ନିଜେ ଏହି ସୂଚନା ଦେଇଛନ୍ତି । ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସେ ଟେଷ୍ଟ କରାଇଥିଲେ । ଏବେ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେ ଏବେ ନିଜକୁ ଘରେ ଆଇସୋଲେଟ କରି ନେଇଛନ୍ତି । ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କରୋନା ପୁଣି ଉପରମୁହାଁ ହୋଇଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି ।

Khansweb Solution Bhubaneswar

Leave A Reply

Your email address will not be published.