banner
Breaking

ଚନ୍ଦ୍ରଶେଖରପୁରରେ ଖୋଲିଲା ସେଲୁନ୍ ଡିଭା

0

ଭୁବନେଶ୍ୱର : ଚନ୍ଦ୍ରଶେଖର ପୁର ଠାରେ ଡିଭା ୟୁନିସେକ୍ସ ସେଲୁନ ଓ ଫିଟନେସ ଷ୍ଟୁଡିଓ ଉଦଘାଟନ ହୋଇଯାଇଛି ।ଏହି ସେଲୁନ ଓ ଷ୍ଟୁଡିଓ କୁ ଉଦଘାଟନ କରିଥିଲେ ଓଲିଉଡ ହିରୋଇନ ପୁନମ ମିଶ୍ର ।

ଏହି ସେଲୁନ ରେ ମହିଳା ଓ ପୁରୁଷ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଶରୀରକୁ ମେକଅପ ଦେବାକୁ ବନ୍ଦୋବସ୍ତ କରାଯାଇଛି । ଏହି ଠାରେ ଶରୀର ରେ ଟାଟୁ , ବ୍ରାଇଡାଲ ମେକଅପ , ହେୟାର ଡିଜାଇନ ସହିତ ଷ୍ଟୁଡିଓ ରେ ଗୀତାର , ଜୁମବା ନାଚ , କ୍ଲାସିକାଲ ନାଚର ବ୍ୟବସ୍ତା କରାଯାଇଛି । ରବୀନ୍ଦ୍ର ନାଥ ହୁଈ ଓ ଦୀପ୍ତି ହେଉଛନ୍ତି ଡ଼ ଡିଭା ସେଲୁନର ପ୍ରତିଷ୍ଟାତା । ମିସ ଦୀପ୍ତି ହେଉଛନ୍ତି ଜଣେ ଜୁମ୍ବା ପ୍ରଶିକ୍ଷିକା। ସେ ଏଠାରେ ଜୁମ୍ବା ଟ୍ରେନିଂ ପ୍ରଦାନ କରିବେ ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.