banner
Breaking

ମଦପିଇ ଗାଡ଼ି ଚଳାଇଲେ ଏଥର ଜେଲ୍

0

ଭୁବନେଶ୍ୱର,୭।୫(ବ୍ୟୁରୋ): ମଦ ପିଇ ଗାଡ଼ି ଚଳାଇଲେ ପଡ଼ିବେ ଅସୁବିଧାରେ। କାରଣ ଏଣିକି ଜରିମାନା ନୁହେଁ ବରଂ ଚାଳକମାନଙ୍କୁ ଅଟକ ରଖି କୋର୍ଟଚାଲାଣ କରାଯିବ। ଦରକାର ପଡ଼ିଲେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ।

ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ ଯାଇ କମିଶନରେଟ ପୋଲିସ ସମେତ ଅବକାରୀ ବିଭାଗ ସଜାଗ ହୋଇଛି। ଏନେଇ କିଛି ଦିନ ଧରି ରାଜଧାନୀର ବିଭିନ୍ନ ଛକରେ ଚେକିଂ କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.